Odisha News Portal

ଅଧିକ ଧାତୁ ନଷ୍ଟ କରି ଧାତୁ ଶକ୍ତି ପତଳା ହୋଇଯାଇଛି ତେବେ କଣ କରିବା ଉଚିତ୍ , ତେବେ ଜାଣନ୍ତୁ ସେ ବିଷୟରେ ….

0 3

ଯଦି ଜୀବନରେ ଏପର୍ଯ୍ୟନ୍ତ ଅଧିକ ଧାତୁ ନଷ୍ଟ କରି ଧାତୁ ଶକ୍ତି ପତଳା ହୋଇଯାଇଛି ତେବେ କଣ କରିବା ଉଚିତ ସେହି ବିଷୟରେ ଚାଲନ୍ତୁ ଜାଣିବା । ତେ୍ବେ ନିଜର ଶରୀରରେ ପୁଣି ଥରେ ଶୁଦ୍ଧ ଧାତୁ ଫେରି ପାଇବା ପାଇଁ କୌଣସି ମେଡିସନ୍ କେବଳ ସହାୟକ ହୋଇଥାଏ । କିଛିଟା ମେକଅପ୍ ଏଣ୍ଡ ରିକୋଭର କରିବା ପାଇଁ ହେଲ୍ପଫୁଲ୍ ହୋଇଥାଏ । କିନ୍ତୁ ଅରିଜିନାଲ୍ ମ୍ୟାଟର ହେଲା ଶରୀରରେ ଶୁଦ୍ଧଧାତୁ ପାଇବା ପାଇଁ ଔଷଧ ଯେତିକି ଆବଶ୍ୟକ ତାଠାରୁ ବହୁତ ଅଧିକ ଆବଶ୍ୟକ ହେଉଛି ଜୀବନରେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଜୀବନ ଅତିବାହିତ କରିବା ।

ଯେବେଯେବେ ଆପଣଙ୍କ ଶରୀରରୁ ଅଧିକ ଧାତୁ କ୍ଷୟ ହୋଇଛି କିମ୍ବା ବ୍ୟର୍ଥରେ ଖର୍ଚ୍ଚ ହୋଇଛି ସେତେବେଳେ ଆପଣ କେମିତି ଅନୁଭବ କରିଛନ୍ତି ? କଣ ଆପଣ ନିଜର କାମରେ ଯତ୍ନ ସରକାରେ କରିପାରିଛନ୍ତି କି ? କଣ ଆପଣ ନିଜର କାମରେ ଶହେ ମନ ଲଗାଇ ପାରିଛନ୍ତି କି ?

କଣ ଆପଣ ସଫଳତାର ଦ୍ବାର ଦେଶରେ ପହଞ୍ଚି ପାରିଛନ୍ତି କି ନାଁ କେବେ ନୁହେଁ ? ତେବେ ଯଦି ଜୀବନରେ କିଛି ସଫଳତା ପାଇଲା କିମ୍ବା ପାଇଛି ତାହେଲେ ଗୋଟିଏ ଶୁଆ ପରି ଘୋଷି ଘୋଷି ପାଇଛି । ସେ ଦମଦାର ମୋଟିଭାଇଟେଡ୍ ହୋଇ କେବେ ବି ନିଜର ସଫଳତାକୁ ଏଚିଭ୍ କରିପାରିନଥିବ । ତେବେ ଶୁଦ୍ଧ ଧାତୁକୁ ପୁଣି ଥରେ ଫେରି ପାଇବାର ଉପାୟ କଣ ?


ଏଥିପାଇଁ ଆପଣଙ୍କୁ ପ୍ରାୟ 6 ମାସ ସମୟ ଲାଗିବ । ଏହି 6 ମାସ ସମୟରେ ଆପଣ ନିଜର ମନକୁ ଏହି ଡାଟା ଦିଅନ୍ତୁ କି ଜୀବନ କଣ , ବାସ୍ତବିକ ଜୀବନ କଣ , ଜୀବନରେ ସଂଯମର ମହତ୍ବ କଣ ? ବ୍ରହ୍ମଚର୍ଯ୍ୟ ପାଳନ କରିଲେ କେଉଂ ସୁପର ବେନିଫିଟ୍ ମିଳିବ । ଏହି କଥାରୁ କେବଳି୍ ଏହା ହିଁ ଆଭାସ ମିଳି ଯେ ବର୍ତ୍ତମାନ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ରହ୍ମକୁ ନିୟନ୍ତ୍ରଣରେ ରଖିବାର ଅଛି । ଯୋଗାଭ୍ୟାସ କରିବାର ଅଛି ଏବଂ କ୍ଷୀର ବ୍ୟତିତ ଅନ୍ୟ ଆନିମାନ ପ୍ରୋଟିନ ଖାଇବା କଥା ନୁହେଁ । କାରଣ ଏହି ଖାଦ୍ୟ ଗରମ ହୋଇଥାଏ, ଯାହା ମନକୁ ଉତ୍ତେଜିତ କରିଥାଏ । ଆପଣଙ୍କର ବିଚାରକୁ ଅଶୁଦ୍ଧତା କରିଥାଏ ।

ଯଦି ବିଚାର ଅଶୁଦ୍ଧ ହୁଏ ତେବେ ଆପଣ ବ୍ରହ୍ମକୁ କେମିତି ଅଧିକ ଦିନ କଣ୍ଟ୍ରୋଲରେ ରଖିବେ । ଯଦି ବ୍ରହ୍ମକୁ ଅଧିକ ଦିନ ନିୟନ୍ତ୍ରଣ କରିପାରୁ ନାହାଁନ୍ତି ତେବେ ଶରୀରରେ ଶୁଦ୍ଧ ଧାତୁର କେମିତି ସଞ୍ଚୟ ହୋଇପାରିବ ? ମନେରଖନ୍ତୁ ଆମେ ଯେଉଁ ସବୁ ଭୁଲ କରିଛୁ ତାହା ଆମେ ଯେଉଂ ପରିବେଶରେ ରହୁଛୁ ତାର କୁପ୍ରଭାବରେ ହିଁ କରିଥାଉ କିନ୍ତୁ ମାଇଡଂ ମେଚ୍ୟର୍ଡ ହେବା ପରେ ଆମକୁ ଆମ ଲାଇଫ୍ ନିଜେ ଗଢି ତୋଳିବାକୁ ହୁଏ । ତେଣୁ ଲମ୍ବା ସମୟ ପର୍ଯ୍ୟନ୍ତଚ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।