୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର | Energy Milk

ତେବେ ଆମେ ଜାଣିଛୁ କି ମଣିଷ ଶରୀରରେ ସବୁବେଳେ କିଛି ନା କିଛି କମ ହେଉ ବା ବେଶୀ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାଣ ସବୁବେଳେ ଲାଗି ରହିଥାଏ | ଆଉ ଏହି ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣ ରୁ ଆମେ ମାନେ ଅନେକ ସମୟରେ ଅସୁବିଧା ର ଶିକାର ହୋଇଥାଉ | ତେବେ ସେହି ଭଳି ଗୋଟିଏ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଉଛି ଆଣ୍ଠୁ, ଗଣ୍ଠି ସମସ୍ୟା ସହିତ ରକ୍ତହୀନତା ଜନିତ ସମସ୍ୟା | ତେବେ ଆଜି କାଲି ଅଧିକାଂଶ ଲୋକ ଏହି ଭଳି ସମସ୍ୟା ରେ ପଡୁଥିବାର ଦେଖିବାକୁ ମିଳିଛି | ଆଉ ଏହି ଭଳି ରୋଗ ରୁ ମୁକ୍ତି ପାଇଁବା ପାଇଁ ଆମେ ଅନେକ ସମୟରେ ଡାକ୍ତର ଙ୍କ ପରାମର୍ଶ ଲୋଡିବା ସହିତ ଔଷଧ ମଧ୍ୟ ଖାଇଥାଉ | ତେବେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛି କେତେକ ଘରେଇ ଖାଇବା ବିଷୟରେ ଯାହାକୁ ବ୍ୟବହାର କରିକି ଆପଣ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବେ ତାହେଲେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ |


ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱରା ଆମେ ଆଣ୍ଠୁ, ଗଣ୍ଠି ବ୍ୟଥା ସହିତ, ହାର୍ଟ ଜନିତ ସମସ୍ୟା, ଶରୀରରେ ହିମୋଗ୍ଲୋବିନ ର ଅଭାବ, ନିଦ ନ ହେବା ଭଳି ବିଭିନ୍ନ ସମସ୍ୟା ରୁ ମୁକ୍ତି ପାଇ ପାରିବା | ତେବେ ସେମିତି ଗୋଟିଏ ଖାଦ୍ୟ ହେଉଛି ଖୋଜୁରୀ ଓ କ୍ଷୀର | ତେବେ ଆସନ୍ତୁ ଏହି ଉପଚାର କୁ କେଉଁ ଭଳି ଭାବରେ ସେବନ କରିକି ସମସ୍ତ ରୋଗ ରୁ ମୁକ୍ତି ପାଇବା ସେ ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-କ୍ଷୀର, ଶୁଖିଲା ଖୋଜୁରୀ, ଅଲମଣ୍ଡ, ହଳଦୀ, ଡାଲଚିନି, ମିସିରି

ପ୍ରସ୍ତୁତି ପ୍ରଣାଳୀ :-ତେବେ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ସହିତ ଶରୀରରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ଏହି ଘରେଇଁ ଉପଚାର ପାଇଁ ପ୍ରଥମେ ଆମକୁ କ୍ଷୀର ର ଆବଶ୍ୟକତା ରହିଛି | ତେବେ ଆମକୁ ପ୍ରଥମେ ଗରମ କ୍ଷୀରରେ 6-7 ଟି ଶୁଖିଲା ଖୋଜୁରୀ କୁ ପକାଇ ତାହାକୁ ବତୁରାଇବାକୁ ପଡିବ | 1-2 ଘଣ୍ଟା ର ଆବଶ୍ୟକତା ରହିଛି | ତାହା ପରେ ସେହି ସବୁ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିବା ପାଇଁ ପଡିବ | ତାହା ପରେ ସେହି ପେଷ୍ଟ କୁ ନେଇକି ଆମେ ଅଢେଇ କପ କ୍ଷୀରରେ ପକାଇ ଭଲ ଭାବରର ଫୁଟାଇବେ ଓ ତାହା ଉପରେ ଆଲମଣ୍ଡ କୁ ମଧ୍ୟ ଛୋଟ ଛୋଟ ଖଣ୍ଡ କରିକି ସେଥିରେ ପକାଇବେ ଓ ତାହା ପରେ ସେଥିରେ ହଳଦୀ ଗୁଣ୍ଡ ଦେବେ ଓ ଡାଲଚିନି ଖଣ୍ଡ କୁ ମଧ୍ୟ ସେଥିରେ ମିଶାଇବେ ଓ କିଛି ସମୟ ଧରିକି ଫୁଟାଇବେ| ତାହା ପରେ ଏହି ଘରେଇ ଉପଚାର ଟି ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-ତେବେ ପ୍ରତେକ ଦିନ ସକାଳେ ଆଉ ସନ୍ଧ୍ୟାରେ ଏହି ଉପଚାର କୁ ବ୍ୟବହାର କରିକି ରକ୍ତହୀନତା ଓ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |ତେବେ ଏହା ଥିଲା ଆଣ୍ଠୁ, ଗଣ୍ଠି ସମସ୍ୟା ରୁ ମୁକ୍ତି ପାଇବାର ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment