Odisha News Portal

99 % ଆଣ୍ଠୁ ଗଣ୍ଠି ଦରଜ, କ୍ୟାଲସିୟମର ଅଭାବ, ବାତ ରୋଗ ଭଲ କରିଦେବ ଏହି ଉପାୟ, ବେଡ ରେ ପଡିଥିବା ଲୋକ ବି ଦୌଡିବାକୁ ଲାଗିବ- Health Tips

ଆମ ଜୀବନରେ ଅନେକ ରୋଗର ସମସ୍ୟା ରହିଥାଏ , ଯେଉଁଥି ପାଇଁ ଆମକୁ ଅନେକ କଷ୍ଟ ଯନ୍ତ୍ରଣା ମଧ୍ୟ ସହିବାକୁ ପଡିଥାଏ । ସେହି ଯନ୍ତ୍ରାଣରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ସହ ପରାମର୍ଶ କରିଥାଉ ଏବଂ ମେଡିସିନ ମଧ୍ୟ ଖାଇଥାଉ କିନ୍ତୁ ସେ୍ଥିରେ ବିଶେଷ କିଛି ଉପଶମ ମିଳି ନଥାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନଙ୍କ ଠାରେ ଆଣ୍ଠୁ ଗଣ୍ଠିର ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି ।

ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଦ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଏହି ସମସ୍ୟା ରହିଛି , ତେବେ ଏହାର ମୁଖ୍ୟ କାରଣ ହେଉଛି ଶରୀରର ରକ୍ତ ଅଭାବ । ଶରୀରର ରକ୍ତ ଅଭାବ ହେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ବହୁତ ଚମତ୍କାର ତେଲ ବନାଇବାର ପ୍ରଣାଳୀ ବିଷୟରେ କହିବୁ , ଯାହା ଆପଣଙ୍କ ହାଡ ଜନିତ ସମସ୍ତ ରୋଗରୁ ଆରାମ ଦେଇଦେବ ।

ଆବଶ୍ୟକ ସାମଗ୍ରୀ :-

ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି –

1. 50 ଗ୍ରାମ ରସୁଣ
2. 25 ଗ୍ରାମ ଜୁଆଣି
3. 10 ଗ୍ରାମ ଲବଙ୍ଗ
4. 200 ଗ୍ରାମ ସୋରିଷ ତେଲ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଆପଣ ରସୁଣ , ଜୁଆଣି ଓ ଲବଙ୍ଗ କୁ ଭଲ ଭାବରେ କୁଟି କୁଟି ଗୁଣ୍ଡ କରି ନିଅନ୍ତୁ , ଏହା ପରେ କଢେଇରେ ଶୋରିଷ ତେଲକୁ ପକାଇ ଗ୍ୟାସରେ ଭଲ ଭାବରେ ଗରମ କରି ନିଅନ୍ତୁ । ଏହାକୁ 3 ରୁ 4 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ , ରସୁଣର ରଙ୍ଗ ହଳଦିଆ ହୋଇ ଆସିବା ମାତ୍ରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ତେଲ ଥଣ୍ଡା ହେବା ପରେ ଏକ ପାତ୍ରରେ ଭର୍ତ୍ତି କରି ଦିଅନ୍ତୁ । ଏହାକୁ ପ୍ରତି ଦିନ ଆଣ୍ଠୁ ଗଣ୍ଠିରେ ମାଲିସ କରନ୍ତୁ ।

ରସୁଣରେ ଅନେକ ପ୍ରକାର ପ୍ରୋଟିନ ରହିଥାଏ , ଯାହା ଆମ ହାଡ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାର ସମସ୍ୟା ରହିଥାଏ ତେବେ ଆପଣ ସେହି ସ୍ଥାନରେ ଏହି ତେଲକୁ ମାଲିସ କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ ।

ବ୍ୟବହାର ପ୍ରଣାଳୀ :-

ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ମାଲିସ କରିବା ଦ୍ୱାରା ଆପଣଙ୍କ ଅଣ୍ଠୁଗଣ୍ଠି ସମସ୍ୟାର ଅନ୍ତ ସମ୍ପୂର୍ଣ୍ଣ ରୂପେ ଘଟିଥାଏ । ଏହା ଆପଣଙ୍କ ଶରୀର ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପକାଇବ ନାହିଁ । ତେଣୁ ଏହି ତେଲକୁ ଆପଣ ନିଶ୍ଚୟ ବ୍ୟବହାର କରନ୍ତୁ , ନିଶ୍ଚିତ ଭାବରେ ଆରାମ ମିଳିବ । ଏହା ସମ୍ପୂର୍ଣ୍ଣ ପ୍ରକାୃତିକ ସାମଗ୍ରୀରେ ପ୍ରସ୍ତୁତ , ଏଥିରେ କୌଣସି ସାଇଟ୍ ଇଫେକ୍ଟ ମଧ୍ୟ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।