Odisha News Portal

୬ଗର୍ଭବତୀ ମହିଳାଙ୍କ ସହ ବିବାହ ଉତ୍ସବରେ ପହଞ୍ଚିଲେ ଯୁବକ: କହିଲେ, ‘ସବୁ ଶିଶୁର ବାପା ମୁଁ’ ଆଉ ତା’ପରେ , କେମିତି ସମ୍ଭବ ହେଲା ଏ ପୁରୁଷ ଙ୍କ ପରିଶ୍ରମ……

ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଏପରି ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ଚକିତ ହେବା ସହିତ ସଂମ୍ପୂର୍ଣ୍ଣ ଅବାକ୍ ହୋଇଯିବେ । ତେବେ ଆଜିର ଦୁନିଆରେ ଅନେକ ପ୍ରକାର ଅଜବ ଅଜବ ଘଟଣା ସବୁ ଘଟିବାର ସାମ୍ନାକୁ ଆସୁଛି । ଆଉ ଯାହା ଦେଖିଲା ବେଳେକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତା ଠାରୁ ବେଶୀ ଭାବନା ମନକୁ ଆସୁଛି କି ଲୋକ ମାନେ ଏପରି ସ୍ତରକୁ ବି ଖସି ଯାଉଛନ୍ତି ।

ତେବେ ପ୍ରତିଦିନ ନିଶ୍ଚିତ ଭାବେ ସୋସିଆଲ୍ ମିଡିଆ ରେ ଏପରି ଘଟଣା ସବୁ ଦେଖିବାକୁ ମିଳୁଛି କି ମହିଳା ପୁରୁଷ ମାନେ ବିବାହ ପରେ ନିଜ ସ୍ୱାମୀ ତଥା ସ୍ତ୍ରୀ ଙ୍କୁ ଛାଡି ଅନ୍ୟ ପୁରୁଷ ନାରୀ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ।

ସବୁଠାରୁ ବଡ କଥା ହେଉଛି ଆଗରୁ ଏହି ସବୁ କାମ ଲୋକ ମାନେ ଗୁପ୍ତରେ କରୁଥିଲେ କିନ୍ତୁ ଏବେ ସେମାନେ କାହାକୁ ନ ଡରି ଖୋଲା ଖୋଲି ଭାବେ କରୁଛନ୍ତି। କିନ୍ତୁ ଆପଣ ମାନଙ୍କୁ ଆଜି ଏପରି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଶୁଣିବା ପରେ ଆପଣ ମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ଆପଣ ମାନେ ସେତିକି ଖରାପ ଭାବିବେ ମଧ୍ୟ ସେହି ଲୋକ ଙ୍କ ସମ୍ପର୍କରେ।

ତେବେ ସୋସିଆଲ ମିଡ଼ିଆରେ ଏକ ଖବର ଏବେ ନିଆଁ ଭଳି ଭାଇରାଲ୍ ହେବାକୁ ଲାଗିଛି ଯେଉଁଠାରେ କି ଜଣେ ବ୍ୟକ୍ତି 6 ଜଣ ମହିଳାଙ୍କ ସହ ଏକ ବିବାହ ଉତ୍ସବକୁ ଯାଇଥିଲେ। ତେବେ କୌତୁହଳ ପୂର୍ଣ୍ଣ କଥା ହେଉଛି ସେହି ଯୁବକ ଜଣକ ଦାବି କରିଛନ୍ତି ଯେ 6 ମହିଳା ଙ୍କ ଗର୍ଭସ୍ଥ ଶିଶୁର ବାପା ହେଉଛନ୍ତି ସେ ନିଜେ । ତେବେ ପ୍ରୀଟି ମାଇକ ନାମକ ଏହି ବ୍ୟକ୍ତିଙ୍କ ଫଟୋ ଏବେ ସୋସିଆଲ୍ ମିଡାଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏହି ବ୍ୟକ୍ତି ଜଣକ ନାଇଜେରିଆ ର ବୋଲି ଜଣା ପଡିଛି, ସେ ପ୍ଲେ ବଏ ଭାବେ ଖୁବ୍ ଜଣାଶୁଣା।

 


ତେବେ ଏହି ବ୍ୟକ୍ତି ଙ୍କୁ ନେଇ ଚର୍ଚ୍ଚା ହେଉଥିବା ଏହି କଥାଟି ପ୍ରଥମ ଘଟଣା ନୁହେଁ । ବରଂ ଏହା ପୂର୍ବରୁ ଆଗରୁ ମଧ୍ୟ ଆଉ ଏକ କଥାକୁ ନେଇ ଚର୍ଚ୍ଚା ହୋଇଥିଲା ଯେ, ମହିଳା ମାନଙ୍କର ଆପତ୍ତି ଜନକ ଫଟୋ ସେୟାର୍ କରିବାଥିବା ମାମଲା ରେ 2017 ରେ ସେ ଗିରଫ ହୋଇଥିଲେ। ସୋସିଆଲ ମିଡ଼ିଆର ଏହି ଫଟୋ ବି ହେଉଛି ସେହି ସମୟ ର ଅର୍ଥାତ 2017 ରେ ସେ ତାଙ୍କର ଅଭିନେତା ବନ୍ଧୁ ୱିଲିୟମ୍ସ ଉମ୍ବେଚାଙ୍କ ବାହାଘରକୁ ଯାଇଥିଲେ ସେହି 6 ଗର୍ଭବତୀ ମହିଳା ମଧ୍ୟ ସେତେବେଳେ ବି ଏହି ଯୁବକ ଙ୍କ ସହ ଥିଲେ।

ତେବେ ପ୍ରୀଟି ମାଇକଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ ଲୋକ ଇନଷ୍ଟାଗ୍ରାମରେ କହିଛନ୍ତି କି ସେ ନବବିବାହିତା ଦମ୍ପତିଙ୍କ ବିବାହ ଖରାପ କରି ଦେଇଛନ୍ତି, କାରଣ ସମସ୍ତେ ମାଇକଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା କରୁଛନ୍ତି । ତେବେ ଇନଷ୍ଟାଗ୍ରାମରେ ମାଇକଙ୍କର 3 ଲକ୍ଷ ରୁ ଅଧିକ ଫଲୋଅର୍ସ ଅଛନ୍ତି । ଆଉ ସେ ଜଣେ ପ୍ଲେ ବଏ ଏବଂ ତାଙ୍କର ଆଲିସାନ୍ ଜୀବନ ଶୈଳୀ ପାଇଁ ଖୁବ୍ ପରିଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।