ବର୍ତ୍ତମାନ ହୋଲିର ପର୍ବ ଆସିଛି। ଯେଉଁଥିରେ ଅନେକ ଲୋକ ମାନେ ବହୁତ ମଉଜ ଉଲ୍ଲାସ ରେ ରଙ୍ଗ ଖେଳିଥାନ୍ତି। ବର୍ଷକୁ ଥରେ ମାତ୍ର ଏହି ପର୍ବ ଆସିଥାଏ। ଯେଉଁଥିରେ ସମସ୍ତେ ନିଜର ସାଙ୍ଗ ସାଥି ସମ୍ପର୍କୀୟ ମାନଙ୍କ ସହିତ ମଜାମସ୍ତି କରିଥାନ୍ତି। ଅନେକ ଲୋକ ମାନେ ନିଜର ଅସାବଧାନତା କାରଣରୁ ଅନେକ ପ୍ରକାର ଅଘଟଣ ଘଟିଥାଏ। ଏହା ବ୍ୟତୀତ କାହାର କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ।
ବେଳେ ବେଳେ ନିଜର ଅସାବଧାନତା କାରଣରୁ ଅନେକ ବଡ଼ ବଡ଼ ଅଘଟଣା ଘଟିଯାଇଥାଏ। ଆପଣ ମାନେ ମଧ୍ୟ ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଅଘଟଣ ଘଟିଛି। ହୋଲିର ମଜା ନେଉ ନେଉ ଚାଲିଗଲା ୪ ଜଣଙ୍କ ଜୀଵନ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ଏଭଳି ଏକ ଘଟଣା ଯାଜପୁର ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ରଙ୍ଗ ଖେଳିବା ପରେ ସମସ୍ତେ ମିଶି ନଦୀକୁ ଯାଇଥିଲେ। ଏହାପରେ ସେଠାରେ ରଙ୍ଗ ଛଡିବା ପାଇଁ ନଦୀରେ ଗାଧୁଉଥିଲେ। ହେଲେ କେହି ଜାଣିନଥିଲେ ଯେ ଏଭଳି କିଛି ଅଘଟଣ ଘଟାଇବା। ଜଣେ ସେମାନଙ୍କ ମଧ୍ୟରୁ ଗଭୀର ପାଣିର ସ୍ରତରେ ଗଡ଼ ଖସିଗଲା। ତାଙ୍କୁ ଧରିବା ପାଇଁ ଜଣକ ପରେ ଜଣେ ଗଲେ, ସମସ୍ତେ ଗଭୀର ପାଣିରେ ଭାସିଗଲେ। ୪ ଜଣ ପାଣିରେ ବୁଡି ମରିଗଲେ, ଆଉ ୨ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ତେବେ ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି। ତେବେ ଏଭଳି ମୃତ୍ୟୁକୁ ନେଇ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଦୁଃଖର ବିଷୟ ଏହିକି ଯେ ସମସ୍ତେ ଖୁବ କମ ବିଷୟର ସେମାନେ ଘର ସଂସାର କରିବା ପୂର୍ବରୁ ଦୁନିଆ ଛାଡି ଚାଲିଗଲେ। ଯାହାକି ଅତ୍ୟନ୍ତ ଦୁଖଃ ଏବଂ ପରିତାପର ବିଷୟ।
ସମସ୍ତେ ନିଜ ନିଜ ପରିବାର ଆତ୍ମୀୟ ସ୍ୱଜନ ମଧ୍ୟରେ ରଙ୍ଗ ଖେଳରେ ବ୍ୟସ୍ତ ରହିଥିବା ବେଳେ ଏପଟେ ଗୋଟିଏ ପରିବାର ମଧ୍ୟରେ ଏଭଳି ଦୁଃଖର ପାହାଡ଼ ଖସି ପଡିଛି। ନାତି ଜେଜେଙ୍କୁ କାନ୍ଦ ଦେବା ବୟସରେ ଜେଜେ ଅଛନ୍ତି। ହେଲେ ନାତି ଚାଲିଗଲେ କାହାର କେତେବେଳେ କଣ ଘଟିବ ତାହା କହି ପାରିବେ ନାହିଁ। ଅନେକ ସମୟରେ ଏଭଳି କିଛି ଘଟଣା ଘଟୁଛି ଯାହା ଆମେ ଶୁଣିବା ମାତ୍ରେ ଅନେକ କଷ୍ଟ ଲାଗିଥାଏ। ବର୍ତ୍ତମାନ ସୁଦ୍ଧା ଚାରି ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି। ଯାହାବି ହେଉ ଏଭଳି ଘଟଣା ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଦୁଃଖର ବିଷୟ ପାଲଟିଛି। ଯାହାବି ହେଉ ଆପଣ ମାନେ ଏଭଳି ଖବର ଶୁଣି ବହୁତ ଦୁଃଖ କଷ୍ଟ ଅନୁଭବ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।