Odisha News Portal

Jyotisa Shastra – 499 ବର୍ଷ ପରେ ଏଥର ହୋଲିକୁ ବନୁଛି ମହାସଂଯୋଗ, ଏହି ୪ ଟି ରାଶି ହେବେ କୋଟିପତି

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଏହି ବର୍ଷ ୨୯ ମାର୍ଚ୍ଚ ୨୦୨୧ ଫାଲଗୁନ ମାସ କୃଷ୍ଣପକ୍ଷ ପ୍ରତିପଦ ଅଟେ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଟିରେ ଧ୍ରୁବ ଯୋଗର ନିର୍ମାଣ ହେବାକୁ ଯାଉଛି ଯାହା ସହିତ ଦୀର୍ଘ 499 ବର୍ଷ ପରେ ଏମିତି ଏକ ଦୁର୍ଲଭ ସଂଯୋଗ ପଡ଼ିବାକୁ ଯାଉଛି ଯେଉଁଥିରେ ଚନ୍ଦ୍ରମା କନ୍ୟା ରାଶିରେ ରହିବେ ଏବଂ ବୃହସ୍ପତି ନିଜ ଘର ମକର ରାଶିରେ ଅବସ୍ଥାନ କରିବେ ଯାହା ଶାସ୍ତ୍ର ଅନୁସାରେ ୩ ମାର୍ଚ୍ଚ ୧୫୨୧ ହୋଇଥିଲା।

ଏହା ଏକ ଦୁର୍ଲଭ ସଂଯୋଗ ଅଟେ ଯାହା ସର୍ବସିଧି ର ଯୋଗ ବୋଲି ମଧ୍ୟ ପ୍ରାମାଣିତ ହେବାକୁ ଯାଉଛି। ତେବେ ଏହି ମହା ସଂଯୋଗ ର ଅମୃତ ସିଦ୍ଧି ଯୋଗ ର ପ୍ରଭାବ କିଛି ପବିତ୍ର ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଚି ତେବେ କିଏ ସେହି ପବିତ୍ର ରାଶି ଅଟନ୍ତି ଆସନ୍ତୁ ଜାଣିବା ;

୧- ମେଷ ରାଶି ,

ଆପଣ ଙ୍କୁ ସବୁ କ୍ଷେତ୍ର ରେ ଆପଣକୁ ସଫଳତା ମିଳିବ।ବହୁତ ଦିନ ରୁ କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ।ଆପଣଙ୍କୁ ଆପଣ ଙ୍କ ପରିଶ୍ରମ ର ଉଚିତ୍ ଫଳ ପ୍ରାପ୍ତି ହେବ।ଆପଣ କୁ ଆପଣଙ୍କ ଘର ର ବଡ ସଦସ୍ୟ ଙ୍କ ସହଯୋଗ ପ୍ରାପ୍ତି ହେବ ଯାହା ଦ୍ୱାରା ଆପଣ ଙ୍କ ମନ ଶାନ୍ତି ରହିବ । ମନେ ରଖନ୍ତୁ ଆପଣଙ୍କ ଉପରେ ଶନି ଦେବ ଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଚି ଯାହା ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ ।

୨- ବୃଷ ରାଶି ,

ଏହି ସମୟ ଟି ଆପଣଙ୍କ ପାଇଁ ବେଶ୍ ସୁଭାଦୟକ ଅଟେ। ଆପଣଙ୍କ ଭାଗ୍ୟ ରେ ନୂତନ ସୁଯୋଗ ଆସିବ ରହିଯାଇଥିବା କାର୍ଯ୍ୟ ପୂରଣ ହେବ। ପ୍ରଭୁ ଙ୍କ କୃପା ରୁ ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି। ବ୍ୟାପାର ର ରେ ଅଚାନକ ଧନ ଲାଭ ର ସମ୍ଭାବନା ଅଛି । ଚାକିରି କରୁଥିବା ବ୍ୟକ୍ତି ମାନଙ୍କ ର ପଦୋନ୍ନତି ର ସୁଯୋଗ ରହିଛି।ତେବେ ଏହି ଦିନ କୁ ଆହୁରି ଶୁଭ କରିବା ପାଇଁ ଶନି ଦେବ ଙ୍କ ପୂଜା କରନ୍ତୁ ଓ “ଓମ ସନିଶ୍ଚରାୟ ନମଃ” ର ଜପ ଅବଶ୍ୟ କରନ୍ତୁ ।

୩- ମିଥୁନ ରାଶି ,

ଆପଣଙ୍କ ଜୀବନ ର ସବୁ ଦୁଃଖ ଦୂର ହେବ।ଆପଣଙ୍କୁ ଆପଣ ଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ।ସମାଜ ରେ ଲୋକ ଆପଣଙ୍କୁ ମାନ ସମ୍ମାନ ଦେବେ । ପରିବାର ସହିତ ଭଲ ସମ୍ପର୍କ ରହିବ

୪- କର୍କଟ ରାଶି ,

ତେବେ ପରିବାର ଲୋକ ମାନଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ।ତେବେ ଏହି ଦିନ ମାନଙ୍କ ରେ ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ି ଚାଲିବ। ଅନେକ ଦିନରୁ ଫସି ରହିଥିବା ଟଙ୍କା ଫେରି ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।