ଆମ ସମାଜରେ ବିବାହକୁ ଗୋଟିଏ ପବିତ୍ର ବନ୍ଧନର ମାନ୍ୟତା ଦିଆ ଯାଇଛି । ତେବେ ଯଦି ଗୋଟେ ଝିଅ ଗୋଟେ ପୁଅକୁ ସବୁ ରୀତିନୀତି ଅନୁସାରେ ବିବାହ କରିଥାଏ , ତାହେଲେ ଆମ ସମାଜ ତାକୁ ପବିତ୍ର ବନ୍ଧନର ସ୍ବିକୃତି ପ୍ରଦାନ କରିଥାଏ । ଆଉ ଏହି ବିବାହ ପ୍ରତ୍ୟେକ ଝିଅର ଗୋଟିଏ ବହୁତ ବଡ ସ୍ବପ୍ନ ଥାଏ । ଝିଅଟିଏ ତାର ବିବାହକୁ ନେଇ ବହୁତ କିଛି ସ୍ବପ୍ନ ଦେଖାଥାଏ । ବିବାହ ପରେ ଯେମିତି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବ ସେଥିପାଇଁ ଦୁହେଁ ଦୁହିଁଙ୍କୁ ନିଜ ଠାରୁ ଅଧିକ ବିଶ୍ବାସ ଏବଂ ଭରଷା କରିବା ଆବଶ୍ୟକ । ତେବେ ଯାଇ ସଂପର୍କରେ ନିବିଡତା ଆସିଥାଏ ।
ଆଉ ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କକୁ ମଜବୁତ ଏବଂ ଦୀର୍ଘସ୍ଥାୟୀ ରଖିବା ପାଇଂ ଶାରିରୀକ ସଂପର୍କ ରଖିବା ନିହାତି ଭାବରେ ଆବଶ୍ୟକ । ସବୁ ଝିଅ ଙ୍କ ର ଇଛା ଥାଏ ଯେ ତାର ସ୍ବାମୀ ତାକୁ ବହୁତ୍ ଭଲ ପାଉ ଓ ତାର ସମସ୍ତ ଇଛା ପୂରଣ କରୁ । ତାର ସମସ୍ତ ଇଛା ପୂରଣ କରୁ । କୁହାଯାଏ ଯେ ଶାରିରୀକ ସମ୍ପର୍କ ଦ୍ଵାରା ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଆହୁରି ମଜବୁତ୍ ହୋଇଥାଏ । କିନ୍ତୁ ସବୁବେଳେ ସବୁ ଝିଅଙ୍କ ସ୍ବପ୍ନ ସତ ହୋଇନଥାଏ ।
ବିବାହ ସମସ୍ତଙ୍କ ଜୀବନରେ ବହୁତ ମହତ୍ବପୂର୍ଣ୍ଣ ସମୟ ହୋଇଥାଏ । ଏହି ସମୟ ସମସ୍ତଙ୍କ ଜୀବନରେ ଥରେ ଆସିଥାଏ ଏବଂ ଏହି ସମୟରେ ସବୁ ବାପାମାଁ ନିଜ ଝିଅକୁ ସବୁଠାରୁ ଅଧିକ ଭଲପାଇବା ତଥା ଜିନିଷପତ୍ର ଦେଇ ଶାଶୁଘରକୁ ପଠାଇଥାନ୍ତି । ବାପାଟିଏ ନିଜ ଜୀବନସାରା ଭିତେର ଯାହା ସବୁ ପୁଞ୍ଜି ସଞ୍ଚୟ କରି ରଖିଥାଏ ସେସବୁ ନିଜ ଝିଅର ବିବାହରେ ଖର୍ଚ୍ଚ କରିଥାଏ ।
ହେଲେ ଯଦି ଏତେ ସବୁ ପରେ ମଧ୍ୟ ଝିଅଟି ତା ଶାଶୁଘରେ ଦୁଃଖ କଷ୍ଟରେ ରହେ ତେବେ ,ସେ ବାପା ଉପରେ କଣ ବିତୁଥିବ ତାହା ଆମେ ଚାହିଁଲେ ମଧ୍ୟ ପ୍ରକାଶ କରିପାରିବୁ ନାହିଁ । ଘଟଣାଟି ଏହିଭଳି ଅଟେ , ବାହାଘର ଠିକ ହେବା ପରେ ପୁଅ ଘର ଲୋକ ଝିଅ ବାପାକୁ 35ଲକ୍ଷ ଯୌତୁକ ମାଗିଥିଲେ । ଆଉ ଝିଅ ବାହାଘର ଭାଙ୍ଗିଯିବା ଭୟରେ ବାପା ଟଙ୍କା ଦେବା ପାଇଁ ରାଜି ହୋଇଗଲେ ।
ଏହାପରେ ଝିଅ ବାପା ବହୁତ କଷ୍ଟ କରି ଟଙ୍କା ଯୋଗାଡ କରି ଧୁମଧାମ୍ ରେ ବିବାହ କରିଥିଲେ । କିନ୍ତୁ ବିବାହର ମାତ୍ର 7 ମାସ ପରେ ବାପା ଯେଉଁ ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଦେଖିଲେ ତାଙ୍କର ହୋସ ଉଡିଗଲା ଏବଂ ସେ ସଂଗେସଂଗେ ଥାନାରେ ଝିଅ ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ କରିଲେ ।ବାହାଘର 2ସପ୍ତାହ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଥିଲା କିନ୍ତୁ ଏହାପରେ ସମସ୍ତଙ୍କ ବ୍ୟବହାର ଝିଅ ପ୍ରତି ବଦଳିଗଲା ।
ସେମାନେ ଝିଅ ପ୍ରତି ରୁକ୍ଷ ତଥା କ୍ଲୋରାପ ବ୍ୟବହାର କରିଲେ ଏବଂ ଝିଅକୁ କାର୍ ପାଇଁ କହିଲେ । ଏହାପରେ ଝିଅବାପା ବହୁତ କଷ୍ଟ କରି 20 ଲକ୍ଷ ଟଙ୍କା ଝିଅ ଶାଶୁଘର ଲୋକଙ୍କୁ ଦେଲେ । ଆଉ କିଛି ଦିନ ପରେ ବାହାଘରରେ ଯାଇଥିବା ୱାସିଙ୍କ ମେସିନ୍ ଏବଂ ଟିଭି ଫରାଇ ଦେଲେ ଏବଂ କହିଲେ ଏହା ବହୁତ ଛୋଟ । ତେଣୁ ପୁଣି ତାଙ୍କୁ ବଡ ୱାସିଙ୍ଗ ମେସିନ ଏବଂ ଟିଭି ଦେଲେ କିନ୍ତୁ ଏହାପରେ ମଧ୍ୟ ଝିଅ ସୁଖ ପାଇଲା ନାହିଁ ।
ପରେ ଝିଅ ଗର୍ଭବତୀ ହେଲା ଏବଂ ବାପା ଭାବିଲେ ସବୁକିଛି ବଦଳିଯିବ । କିନ୍ତୁ ସେମିତି କିଛି ହେଲାନି , ଆଉ ଝିଅକୁ ମାରିବା ପାଇଁ ଏବଂ ବହୁତ ପ୍ରକାର ଯନ୍ତ୍ରଣା ମଧ୍ୟ ଦେଲେ । ତେବେ ବର୍ତ୍ତମାନ ଝିଅର ଶାଶୁଘର ଲୋକେ ସମସ୍ତେ ଜେଲରେ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।