Odisha News Portal

3 ଜଣ ମୁସଲମାନ ଯୁବକ ମନ୍ଦିରର ଦାନବାକ୍ସ ରେ ରଖୁଥିଲେ କଣ୍ଡୋମ, ହଠାତ ରକ୍ତ ବାନ୍ତି ହୋଇ ଜଣଙ୍କ ହେଲା ମୃତ୍ୟୁ ତାପରେ ଆଉ 2 ଜଣ…

କଣ କହିବ ଆଜିର ଲୋକଙ୍କୁ, ଆଜିର ଦୁନିଆରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଅସଭ୍ୟତା ର ସବୁ ସୀମାକୁ ଟପି ଯାଉଛନ୍ତି। ସେମାନେ କଣ କରୁଛନ୍ତି କଣ କରୁ ନାହାନ୍ତି ତାହା ଜାଣି ପାରୁ ନାହାନ୍ତି। ନୈତିକତା ଏବଂ ମାନବୀୟ କାର୍ଯ୍ୟ କଲାପ କୁ ଭୁଲି ସେମାନେ ବେଳେବେଳେ ଏମିତି କିଛି ଅସଭ୍ୟ ଆଚରଣ କରୁଛନ୍ତି ତାହା ବାସ୍ତବରେ ଅନୁତାପ ର ବିଷୟ ପାଲଟିଛି।ଆଜିର ଏହି ଇଣ୍ଟରନେଟ ଯୁଗରେ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ।

ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣାର ଆଉ ଏକ ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବା,ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ନିନ୍ଦନୀୟ ଭୂମିକା।ତେବେ ଦିନ ଆମ ସମାଜରେ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି।

ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃଖ ଦାୟକ।ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ମଣିଷ ତଳକୁ ଖସି ଯାଉଛି ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି।

ତେବେ ସେହିଭଳି ଏକ ଘଟଣା ନିକଟରେ ସାମ୍ନାକୁ ଆସୁଛି। ଘଟଣାଟି ହେଉଛି କର୍ଣ୍ଣାଟକର ମାଙ୍ଗାଲୋର ଜିଲ୍ଲାର। ସୂଚନା ଅନୁସାରେ ଏକ ମନ୍ଦିର ଦାନ ବାକ୍ସରେ କଣ୍ଡୋମ ଏବଂ ଅନ୍ୟାନ୍ୟ ଅଶ୍ଳୀଳ ଜିନିଷ ରଖୁଥିବା ୩ ଜଣ ମୁସଲମାନ ଯୁବକ ଙ୍କ ଘଟଣା ସାମ୍ନାକୁ ଆସିଛି।ଏମାନଙ୍କୁ ମଧ୍ୟରୁ ଜଣଙ୍କ ର ଅର୍ଥାତ୍ ତାଙ୍କର ତୃତୀୟ ସାଥୀର ଆକସ୍ମିକ ଭାବରେ ରକ୍ତବାନ୍ତି ରେ ମୃତ୍ୟୁ ହୋଇଯିବା ପରେ ଅବଶିଷ୍ଟ ଦୁଇ ଯୁବକ ସେମାନଙ୍କର ଅପରାଧ ସ୍ୱୀକାର କରିବାକୁ ବାଧ୍ୟ ହୋଇ ଶେଷରେ ଆତ୍ମ ସମର୍ପଣ କରିଛନ୍ତି। ସେମାନେ ମଧ୍ୟ ଏହି କାମ ପରେ ନିଜ ଭିତରେ ସମାନ ଲକ୍ଷଣ ଅନୁଭବ କରୁଥିବା କହିଛନ୍ତି।

ତେବେ ତୌଫିକ୍ ଏବଂ ଅବଦୁଲ୍ ଲତିଫ୍ ନାମକ ଦୁଇ ଯୁବକ ତାଙ୍କ ସାଥୀ ନୱାଜଙ୍କ ମୃତ୍ୟୁ ପରେ ଅନୁତାପ କରୁଛନ୍ତି ତାଙ୍କ ଭୁଲକୁ ଏବଂ ମନ୍ଦିରରେ ଆସି କ୍ଷମା ପାର୍ଥନା ମଧ୍ୟ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।