Odisha News Portal

2021 ରେ ବିବାହ କରିବାକୁ ଯାଉଛନ୍ତି Bollywood ର ଏହି 5 ଯୋଡି ! ଜାଣନ୍ତୁ କେଉଁ କେଉଁ ଯୋଡି ବିବାହ ବନ୍ଧନରେ ବାନ୍ଧିହେବେ ?

ବଲିଉଡ ଜଗତ ଏକ ଏମିତି ଜଗତ ଅଟେ ଯେଉଁଥିରେ ପ୍ରତ୍ୟେକ ସମୟରେ କିଛି ନା କିଛି ଅଜବ ପ୍ରକାର କଥା ଶୁଣିବା ପାଇଁ ମିଳେ । କାରଣ ଏହିଠରେ ପ୍ରତ୍ୟେକ ସମୟରେ କିଛି ନା କିଛି ନୂଆ ନୂଆ କଥା ଶୁଣିବାକୁ ମିଳେ । କେତେବେଳେ କେଉଁ ଯୋଡିର ସୁନ୍ଦରତା ପାଇଁ ଚର୍ଚ୍ଚା ହୁଏ ତ ପୁଣି କାହାର ବ୍ରେକଅପର କଥା ଚର୍ଚ୍ଚା ହୁଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବିବାହର କଥା କହିବୁ , ଅର୍ଥାତ 2021 କେଉଂ ଆକ୍ଟର ମାନେ ବିବାହ କରିବାକୁ ଯାଉଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଆକ୍ଟର ମାନଙ୍କ ବିଷୟରେ କହିବୁ । କାରଣ 2020 ରେ ଅନେକ ଆକ୍ଟର ମାନେ ବିବାହ କରିଛନ୍ତି ତେବେ ଏବେ 2021 ରେ ମଧ୍ୟ ଅନ୍ୟ କେତେକ ଆକ୍ଟର ମାନେ ବିବାହ କରିବେ , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ବରୁଣ ଏବଂ ନତାଶା

ବରୁଣ ଏବଂ ନତାଶା ଦୁହେଁ ପିଲା ଦିନର ସଙ୍ଗ ଥିଲେ ଏବଂ ପରେ ପରେ ଦୁହେଁ ଦୁହିଁଭଙ୍କୁ ଭଲ ପାଇ ବଶିଥିଲେ । ଦୁହେଁ ନିଜର ସମ୍ପର୍କ ବିଷୟରେ କହିନଥିଲେ କିନ୍ତୁ ଏବେ ସେ ଏହାକୁ ପବ୍ଲିକ କରିଛନ୍ତି । ତେବେ ବରୁଣ କହିଛନ୍ତି ସେ ଖୁବ ଶୀଘ୍ର ନତାଶା ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଶୁଣିବାକୁ ମିଳିଛି କି ଦୁହେଁ 2021 ରେ ବିବାହ କରିବାକୁ ଯାଉଛନ୍ତି ।

2–ରଣବୀର ଏବଂ ଆଲିଆ


ରଣବୀର ଏବଂ ଆଲିଆଙ୍କର ଯୋଡି ଏବେ ବଲିଉଡରେ ବହୁତ ଚର୍ଚ୍ଚାରେ ରହିଛି । ତେବେ ରଣବୀରଙ୍କର ବାପା ଋିଷି କପର ମଧ୍ୟ ତାଙ୍କର ପୁଅର ବିବାହ ବହୁତ ଶୀଘ୍ର କରିବା ପାଇଁ ଚାହିଁଥିଲେ ମାତ୍ର ତାହା ହୋଇ ପାରିନଥିଲା । ବିବାହ ପୂର୍ବରୁ ସେ ଆଖି ବୁଜି ଦେଇଥିଲେ । ତେବେ ଏବେ ଶୁଣିବାକୁ ମିଳୁଛି ଏହି ଦୁଇ ଯୋଡି 2021 ରେ ବିବାହ କରିବାକୁ ଯାଉଛନ୍ତି ।

3–ସୁସ୍ମିତା ସେନ ଏବଂ ରୋହମନ ଶଲ

ସେ ନିଜର ସୋସିଆଲ ମିଡିଆରେ କହିଛନ୍ତି କି ସେମାନେ 2021 ରେ ବିବାହ କରିବାକୁ ଯାଉଛନ୍ତି । ଏବଂ ଦୁହେଁ ବହୁତ ଖୁସି ଅଛନ୍ତି କାରଣ ଦୁହେଁ ଦୁହିଁଙ୍କୁ ପାଇ ବହୁତ ଧନ୍ୟ ମାନେ କରୁଛନ୍ତି ।

4–ଅର୍ଜ୍ଜୁନ କପର ଏବଂ ମଲାଇକା ଅରୋରା

ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ ମାତ୍ର ଏବେ ଦୁଇଜଣ ଲିଭ ଇନ ରେ ଏବେ ରହୁଛନ୍ତି ।ଏବେ ଏହା ସାମ୍ନାକୁ ଆସିଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

5–ଫରହାନ ଅକ୍ତାର ଏବଂ ଶିବାନୀ ଧଣ୍ଡେକର

ପରହାନ ନିଜର ପ୍ରଥମ ସ୍ତ୍ରୀକୁ ଡିଭୋସ ଦେଇଛନ୍ତି , ତେବେ ଏହା ପରେ ସେ ବହୁଚ ଚର୍ଚ୍ଚାରେ ରହିଥିଲେ । ମାତ୍ର ଏବେ ଖବର ଅନୁସାରେ ଫରହାନ ଏବଂ ଶିବାନୀ 2021 ର ଆରମ୍ଭରେ ବିବାହ କରିବା ପାଇଁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।