Odisha News Portal

ବୃହସ୍ପତି ଚଳିଲେ ମକର ରାଶିକୁ ଏହି 5ଟି ରାଶି ପାଇଁ ଶୁଭ ଏବଂ ଏହି 4ଟି ରାଶି ପାଇଁ ଅଶୁଭ ରହିବ ! ଜାଣିରଖନ୍ତୁ…..

ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କିଛି ଏମିତି ବିଷୟ ଯାହା ଆପଣଙ୍କ ଭାଗ୍ୟକୁ ସଂମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ । ଏହି ଲେଖାରେ ଆମେ ଆସନ୍ତା ବୃହସ୍ପତି ଚଳନକୁ ନେଇ କିଛି ବିଶେଷ କଥା ଜଣାଇବୁ । ଯାହା ଆପଣ ମାନେ ବିଶେଷ ଭାବରେ ଧ୍ୟାନ ଦେଇ ପଢନ୍ତୁ ଏବଂ ବୁଝନ୍ତୁ । କାହିଁକି ନାଁ କିଛି ରାଶି ମାନଙ୍କ ପାଇଁ ଏହା ବହୁତ ହିଁ ଶୁଭ ପ୍ରଭାବ ରହିବ ତ କିଛି ରାଶି ମାନଙ୍କ ଅତ୍ୟନ୍ତ ଅଶୁଭ ଫଳ ପ୍ରଦାନ କରିବ । ଯାହାକି ଆପଣ ମାନଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ବିଷୟ ବସ୍ତୁ ।

ବୃହସ୍ପତି ଚଳନ ଯାହାକି ନଭେମ୍ବର 20 ତାରିଖ ଦିବା 1.21 ମିନିଟ ସମୟରେ ବୃହସ୍ପତି ଉତ୍ତରସାର ନକ୍ଷତ୍ର ଦୁଇ ପାଦ ମକରକୁ ସଞ୍ଚାର କରିବେ । ଯାହାକି କିଛି ରାଶି ମାନଙ୍କ ପାଇଁ ବହୁତ ହିଁ ଶୁଭ ଫଳ ପ୍ରଦାନ କରିବ ତ କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ହିଁ ଅଶୁଭ ପ୍ରଭାବ ରହିବାର ଅଛି ।

ତେବେ ଏହି କ୍ରମରେ ଯେଉଂ ରାଶି ମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ତେବେ ସେହି ରାଶି ମାନେ ହେଉଛନ୍ତି -ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ଧନୁ ରାଶି ଏବଂ ମୀନ ରାଶି

ଏହି ରାଶିର ଜାତକ ମାନଙ୍କ ପାଇଁ ଏହି ବୃହସ୍ପତିଙ୍କ ଗୋଚର ବହୁତ ହିଁ ଶୁଭ ଫଳ ପ୍ରଦାନ କରିବ । ଆପଣ ମାନଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବ । ଧନ ଜନିତ ସମସ୍ୟା ଦୂର ହେବ , ପାରିବାରିକ ସମସ୍ୟା ମଧ୍ୟ ଦୂର ହେବ । ତାସହିତ ଶରୀରକୁ ନେଇ ଯନ୍ତ୍ରଣା ଆପଣ ଯେଉଂମାନେ ବି ବହୁ ଦିନ ଧରି କୌଣସି ବି ରୋଗରେ ପିଡିତ ହୋଇ ଅଛନ୍ତି ସେମାନଙ୍କର ମଧ୍ୟ ସ୍ବାସ୍ଥ୍ୟରେ ସୁଧାର ଆସିବ । ମାତାପିତାଙ୍କର ଆଶିର୍ବାଦ ଆପଣଙ୍କ ଉପରେ ରହିବ । ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ଏହି ସମୟ ଠାରୁ ଆପଣଙ୍କ ଜୀବନରେ ଅନେକ ଅନେକ ସଫଳତା ଦେଖିବାକୁ ମିଳିବ ।

ମିଥୁନ ରାଶି , ସିଂହ ରାଶି , ତୁଳା ରାଶି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କ ଚଳନ ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଅଶୁଭ ରହିବାର ଅଛି । ଆପଣ ମାନଙ୍କ ପାଇଂ ନିରାକରଣ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ନଚେତ ଆପଣ ବହୁ ବିପଦର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଗୋଟିଏ ବିଶେଷ କଥା ଧ୍ୟାନ ରଖନ୍ତୁ କି ବୃହସ୍ପତିଙ୍କ ଚଳନ ହେତୁ ଆପଣ ଏହି ଚାରୋଟି ରାଶି ହଳଦିଆ ବସ୍ତ୍ରର ଅଧିକରୁ ଅଧିକ ଧାରଣ , ହଳଦିଆ ଜିନିଷ ନିଜ ପାଖରେ ରଖିବା , ଗୁରୁବାର ଦିନ ବ୍ରାହ୍ମଣ ମାନଙ୍କୁ ଭୋଜନ ଏବଂ ଦକ୍ଷିଣା ପ୍ରଦାନ କରିବା । ଏପରି କରିବା ଦ୍ବାରା ଆପଣ ମାନଙ୍କ ଉପରେ ବୃହସ୍ପତି ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କର ଅଶୁଭ ପ୍ରଭାବ କଟିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।