Odisha News Portal

2021 ରୁ 2030 ପର୍ଯ୍ୟନ୍ତ ଏହି ରାଶିର ହେବାକୁ ଯାଉଛି ଧନର ବର୍ଷା ଏବଂ ଏମାନଙ୍କୁ ଧନୀ ହେବାରେ କେହି ମଧ୍ୟ ରଖି ପାରିବେ ନାହିଁ

ଏହି ବର୍ଷ 2021 ରେ କିଛି ରାଶି ମାନଙ୍କର ପରିବର୍ତ୍ତନ ଦେଖିବାକୁ ମିଳିବ , ଯେଉଁ କାରଣରୁ ଆପଣଙ୍କ ଜୀବନରେ କିଛି ଭଲ ଜିନିଷ ମଧ୍ୟ ଦେଖିବାକୁ ମିଳିପାରେ । ଏହା ସହିତ ଆପଣଙ୍କ ଠାରୁ ମଧ୍ୟ କିଛି ଜିନିଷ ଛଡେଇ ନେଇ ମଧ୍ୟ ପାରେ ତେବେ ଆସନ୍ତୁ ଜାଣିବା ସେହି 12 ଗୋଟି ରାସଇ ମାନଙ୍କ ବିଷୟରେ

1 ମେଷରାଶି —

ଏହି ବର୍ଷରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ ଏବଂ ଆପଣମାନେ ବିଦ୍ୟା ଶିକ୍ଷାରେ ଉନ୍ନତି କରିବେ । ତୀର୍ଥ ଦର୍ଶନ ଯୋଗ ରହିଛି ଏବଂ ଚୋର ଭୟ ଥିବାରୁ ସାବଧାନ ହୋଇ ଚଳନ୍ତୁ । ବ୍ୟବସାୟରେ ଉନ୍ନତି ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

2 ବୃଷରାଶି —

ପରିବାରରେ ଅଶାନ୍ତି ଦେଖାଦେବ , ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇ ପାରେ । ବ୍ୟବସାୟ ତଥା କର୍ମ କ୍ଷେତ୍ରରେ କ୍ଷତିର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀ ମାନେ ବୈଷୟିକ ଶିକ୍ଷା ଲାଭ କରିବେ , ମହିଳା ମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ।

3 ମିଥୁନରାଶି —

ମାଲିମକର୍ଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି ଏବଂ ଶାରୀରିକ ସୁସ୍ଥତା ମଧ୍ୟ ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ମଳିପାରେ ଏବଂ କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିପାରେ ।

4 କର୍କଟରାଶି —

ପାରିବାରିକ ଶାନ୍ତି ମିଳିବ , ସ୍ୱାସ୍ଥ୍ୟ ଭଲ ରହିବ ଏବଂ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ . ବ୍ୟବସାୟରେ ବନ୍ଧୁତ୍ୱ ଦ୍ୱାରା ଲାଭବାନ ହେବେ ଏବଂ କୃଷି କାର୍ଯ୍ୟରେ ଉନ୍ନତି କରିବେ , ମହିଳା ଏବଂ ଶିକ୍ଷାର୍ଥି ମନେ ଆନନ୍ଦରେ ସମୟ କଟିବେ ।

5 ସିଂହରାଶି —

ଗହ ମଧ୍ୟରେ ବିବାଦ ଲାଗି ରହିବ ଏବଂ କର୍ମ କ୍ଷେତ୍ରରେ ସହକର୍ମୀ ମାନେ ଅସୁବିଧାରେ ପକାଇ ପାରନ୍ତି । ବ୍ୟବସାୟରେ କ୍ଷତି ଘଟିପାରେ ଏବଂ ବେକାରୀ ସମସ୍ୟା ଦୂର ହୋଇପାରେ । ଏହି ମାସରେ ଆପଣମାନେ ବିଶେଷ ସାବଧାନତା ଅବଲମ୍ୱନ କରନ୍ତୁ ।

6 କନ୍ୟାରାଶି —

ବିଦେଶ ଯାତ୍ରାର ଯୋଗ ରହିଛି , ଅଯଥା ଶତ୍ରୁଭୟ ଦେଖାଦେବ , କର୍ମ କ୍ଷେତ୍ରରେ ଆପଣମାନେ ଅପମାନିତ ହୋଇ ପାରନ୍ତି । ବୟବସାୟରେ ଲାଭର ଆଶା କମ ରହିବ , ମହିଳା ଏବଂ ବିଦ୍ୟାର୍ଥୀ ମାନେ ଦୁଃଖୀତ ହେବେ ।

7 ତୁଳାରାଶି —

ଏହି ବର୍ଷରେ ଅସୁସ୍ଥତା ବୃଦ୍ଦି ପାଇବ ଏବଂ ନିଜ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ ।କର୍ମ କ୍ଷେତ୍ରରେ ଶତ୍ରୁତା ଏବଂ ବ୍ୟବସାୟରେ ଉନ୍ନତି ସମ୍ଭାବନା ରହିଛି , ବିଦ୍ୟାର୍ଥୀ ଏବଂ ମହିଳାମାନେ କର୍ମକ୍ଷେତ୍ରରେ ସଫଳତା ପାଇବେ .

8 ବିଛାରାଶି —

ବ୍ୟବସାୟରେ ଉନ୍ନତି ହୋଇପାରେ , ସ୍ୱାସ୍ଥ୍ୟରେ ଉନ୍ନତି ହେବ , କର୍ମ କ୍ଷେତ୍ରରେ ସନ୍ତୁଷ୍ଟ ହେବେ । ମହିଳା ଏବଂ ବିଦ୍ୟାର୍ଥୀ ମାନେ ଆନନ୍ଦରେ ସମୟ କାଟିବେ ।

9 ଧନୁରାଶି —

ଲାଭର ଆଶା ରହୁଛି , ପାରିବାରିକ ଗଣ୍ଡଗୋଳ ଦେଖାଦେଇ ପାରେ । ବ୍ୟବସାୟରେ ଲାଭର ଆଶା କମ ରହିବ ଏବଂ ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିପାରେ ।

10 ମକରରାଶି —

ଏହି ମାସରେ କୃଷିକ୍ଷେତ୍ରରେ ଲାଭବାନ ହେବେ , ଦେହ ଅସୁସ୍ଥ ରହିବ , ପରିବାରରେ ଅଶାନ୍ତି ଦେଖାଦେବ ।

11 କୁମ୍ଭରାଶି —

ଏହି ମାସରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଏବଂ ବ୍ୟବସାୟରେ କ୍ଷତିର ସମ୍ଭବାନା ଅଧିକ ରହିବ ।

12 ମୀନରାଶି —

ଧର୍ମ ପ୍ରତି ଆଗ୍ରହ ବଢିବ ଏବଂ ପଦୋନ୍ନତିର ସମ୍ଭାବନା ରହିଛି , ବ୍ୟବସାୟରେ ବନ୍ଧୁ ମାନଙ୍କ ଦ୍ୱାରା ଲାଭବାନ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।