Odisha News Portal

2021 ରେ କୋଟିପତି ହେବେ ଏହି 4 ରାଶି ! ଆପଣ ଙ୍କ ରାଶି ଏହି ରାଶି ମଧ୍ୟରେ ନାହିଁ ତ ? ମୁହଁରୁ ବାହାରୁ ଥିବା କଥା ସତ ହେବ……

ଆଗକୁ ନୂଆ ବର୍ଷ ଆସିବା ପାଇଁ ଯାଉଛି ତେବେ ଏହି ନୂଆ ବର୍ଷ ଠାରୁ ଏହି ଛଅଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳିଯିବ । ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁଙ୍କର କୃପାରୁ ଆପଣଙ୍କର ସମସ୍ତ ଦୁଃଖ ଦୂର ହେବ । ତା ସହିତ ମାତା ଲକ୍ଷ୍ମୀ ଛଅଟି ରାଶିର ଲୋକମାନଙ୍କ ଉପରେ କୃପା ବର୍ଷା କରିବେ । ତେବେ ନୂଆ ବର୍ଷରେ ଏହି ଛଅଟି ରାଶିରେ ଆସିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ଅଟେ ।

1–ବୃଷ ରାଶି   —ବୃଷ ରାଶିର ଲୋକମାନେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁଙ୍କର କୃପା ପାଇବେ । ଆପଣ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ମୟ ହେବ । ଆପଣଙ୍କର ଜାତକରେ ଅନେକ ପରିବର୍ତ୍ତନ ହେବ , ସେଥିପାଇଁ ଆପଣ ମାନଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ । ଆପଣ ନିଜ ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବେ ଆପଣ ମାନଙ୍କୁ ଅନେକ ଲାଭ ପ୍ରାପ୍ତ ହେବ । ଆର୍ଥିକ ସଂଙ୍କଟ ଦୂର ହେବ । ମାତା ପିତାଙ୍କ କୃପା ଲାଭ କରିବେ ।

2–ସିଂହ ରାଶି


ଭଗବାନ ବିଷ୍ନୁଙ୍କ କୃପାରୁ ଚାକିରୀ କ୍ଷେତ୍ରରେ ଉନ୍ନତି ମିଳିବ । ଆପଣ ମାନେ କୌଣସି ବିଜନେସ ଆରମ୍ଭ କରିପାରନ୍ତି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ । ଆପଣ ମାନେ ଯାନ ବାହାନ କିଣିବାକ ବିଚାର ମଧ୍ୟ କରିପାରନ୍ତି । ସମସ୍ତ ପ୍ରକାର ଭୌତିକ ସୁଖ ସୁବିଦା ପ୍ରାପ୍ତ କରିବେ । ପ୍ରେମ ଜୀବନ ସୁଖ ମୟ ରହିବ । ଜୀବନ ସାଥୀ ସହିତ ଖୁସିରେ ରହିବେ ।

3–ତୁଳା ରାଶି

ଏହି ନୂଆ ବର୍ଷ 2021 ଠାରୁ ଭଗବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ରହିବ । ଆପଣ ମାନେ ନିଜର କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସମସ୍ତ ପୁରୁଣା କାର୍ଯ୍ୟ ସଂପନ୍ନ ହେବ । ଆପଣ କୌଣସି ପ୍ରତାକ ନୂଆ ବିଜନେସ ଆରମ୍ଭ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହୋଇପାରେ ।

4–କୁମ୍ଭ ରାଶି


ଏହି ନୂଆ ବର୍ଷ 2021 ଠାରୁ ଏହି ରାଶିର ବ୍ୟକ୍ତି ଜୀବନରେ ସମସ୍ତ ଖରାପ କାମ ଛାଡି ଦିଅନ୍ତୁ । ଆପଣଙ୍କର ସମସ୍ତ ଖରାପ ସମୟ ଶେଷ ହେବାକୁ ଯାଉଛି । କ୍ୟାରିୟରରେ ଆଗକୁ ବଢିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂଆ ବିଜନେସ ଆରମ୍ଭ କରିପାରନ୍ତି । ମାତା ପିତାଙ୍କ କୃପା ଆପଣ ମାନଙ୍କୁ ପ୍ରାପ୍ତ ହେବ । ନୂତନ ବନ୍ଧୁମାନଙ୍କ ସହ ଦେଖା ହୋଇପାରେ । ନୂତନ ପ୍ରକାର କିଛି କାର୍ଯ୍ୟ ଆରମ୍ଭ କିରପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।