Odisha News Portal

ହେ ଭଗବାନ ସତ ହେବାକୁ ଯାଉଛି ଭବିଷ୍ୟତବାଣୀ ! 2021 ଭବିଷ୍ୟତବାଣୀ ମାଡି ଆସୁଛି ମହା ବିପତ୍ତି !

0 2

2020 ଯିବାକୁ ବସିଛି ଆସୁଛି 2021 ନୂଆ ବର୍ଷରେ ସାରା ବିଶ୍ୱରେ କଣ ହେବ , କିଛି ବଡ ବିପଦ ଅଛି ନା ନାହିଁ । ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ କି , ଏମିତି ଅନେକ ପ୍ରଶ୍ନ ଉପରେ ପରଦା ଉଟାଇଛି ପ୍ରାନ୍ସରେ ଜନ୍ମିତ ମାଇକେଲ ଡି ନୋଷ୍ଟ୍ରାଡେଫ୍ସଙ୍କ ଭବିଷ୍ୟବାଣୀ । 465 ବର୍ଷ ତଳେ ସେ କରିଥିବା ଭବିଷ୍ୟ ବାଣୀ ଆଜି ମଧ୍ୟ ବିଶ୍ୱ ବାସୀଙ୍କୁ ଆଶ୍ଚର୍ଯ୍ୟ କରେ । ଲେସ ପ୍ରପୋଟିଜ ନାମକ ଏକ ବହିରେ ମୋଟ 3648 ଟି ଭବିଷ୍ୟ ବାଣୀ ରହିଛି । ଆଜି ପର୍ଯ୍ୟନ୍ତ ସେଥିମଧ୍ୟରୁ 70 ପ୍ରତିଶତ ସତ ସାବ୍ୟସ୍ତ ହୋଇଛି । 2020 ରେ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ ମହାମାରୀକୁ ମଧ୍ୟ ନେଷ୍ଟାଡ୍ରଫ୍ସଙ୍କ ଭବିଷ୍ୟବାଣୀ ସହ ଯୋଡି କରି ଦେଖାଯାଇଛି । ଏତି ସହିତ ଅନେକ ଘଟଣା ମଧ୍ୟ ସତ ସାବ୍ୟସ୍ତ ହୋଇଛି । ତେବେ ଆସନ୍ତୁ ଜାଣିବା 2021 ରେ କଣ ହେବ ।

ନୋଷ୍ଟ୍ରଡ୍ରଫ୍ସଙ୍କ ଭବିଷ୍ୟବାଣୀ ଅନୁସାରେ ରୁଷିଆରେ ଜମେ ବୈଜ୍ଞାନିକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବେ । ଏହା ସହ ସେ ଏକ ଭାଇରସ ମଧ୍ୟ ତିଆରି କରିବେ । ଯାହାକି ମନୁଷ୍ୟ ଶରୀରରୁ ଭୟାନକ କରିଦେବ । ଧୀରେ ଧୀରେ କରି ଏହା ମନୁଷ୍ୟ ଜାତିର ସର୍ବନାଶ କରିଦେବ ।

ଏହି ସମୟରେ ପୃଥିବୀ ପୃଷ୍ଟରେ ଭୂମିକମ୍ପ ହେବା ସହିତ ମହାମାରୀ ବ୍ୟାପିବ । ଯାହାକି ପୃଥିବୀ ଧ୍ୱଂସ ହେବାର ସଂଙ୍କେତ ପ୍ରଦାନ କରିବ । ଏବେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଦେଇଛି ତେବେ ସେହିପରି ଏର ରୋଗ ଏବେ ବିସ୍ୱକୁ ବ୍ୟାପିବାର ଆଶଙ୍କା ରହିଛି । ମୋଟ ଜନସଂଖ୍ୟାର ଏହା ବଡ ଅଂଶକୁ ଫ୍ଲପ କରିଦେବ । ଏମିତିକି ଆଉ କେଉଁ ଦିନ ମଧ୍ୟରେ ଆସୁଥିବା 2021 ଅତ୍ୟନ୍ତ ଘଟଣା ବହୁଳ ହେବ ।

ସୂର୍ଯ୍ୟଙ୍କ ପ୍ରକୋପ ପୃଥ୍ବୀକୁ କ୍ଷତି ଗ୍ରସ୍ତ କରିବାର ଆସଙ୍କା ରହିଛି । ଏହା ସହ ପୃଥିବୀର କେତେକ ଅଂଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି କହିଛନ୍ତି ନୋଷ୍ଟ୍ରଡଅଫ । ଏହା ସହିତ ଜଳବାୟୁ ପରିବର୍ତ୍ତନ ପାଇଁ ଯୁଦ୍ଧ ସ୍ଥିତି ମଧ୍ୟ ଉପୁଜିପାରେ । ବିଭିନ୍ନ ପ୍ରାକୃତିକ ସମ୍ବଳ ପାଇଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ ।

ଏହା ପରେ ଲୋକମାନେ ଦେଶ ଛାଡି ପଳାୟନ କରିବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ 2021 ରେ ପୃଥିବୀ ସହ ଏକ ଧୁମକେତୁ ଧକ୍କା ଦେବାର ଆଶଙ୍କା ରହିଛି । ଯାହା ଦ୍ୱାରା କି ହଠାତ ଭୂମିକମ୍ପ ହେବ ଏବଂ ଆକାଶରେ ଏକ ଜ୍ୱଳନ୍ତ ବସ୍ତୁ ଦୃସ୍ୟମାନ ହେବ । ନାସା ର ବୈଜ୍ଞାନିକ ମାନେ ବହୁ ପୂର୍ବରୁ କହିଛନ୍ତି ଏକ ବଡ ଧୂମକେତୁ ପୃଥିବୀକୁ ଧକ୍କା ଦେବ । ତେଣୁ ନୋଷ୍ଟ୍ରାଡ୍ରଫ୍ସଙ୍କ ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ନିଆଯାଉଛି । ଏହି ଧୂମକେତୁର ଶକ୍ତି 1945 ମସିହାରେ ହିରୋସିମାରେ ହୋଇଥିବା ପରମାଣୁ ବୋମାର ଶକ୍ତିଠାରୁ 15 ଗୁଣା ଅଧିକ ବୋଲି କୁହାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।