Odisha News Portal

ଦେଖନ୍ତୁ ଭିଡ଼ିଓ : ଫୁଟୁଥିବା ଗରମ ପାଣିରେ 200 ଟଙ୍କିଆ ନୋଟ ପକାଇବାରୁ ଯାହା ହେଲା ଆପଣ ମାନେ ଜାଣିଲେ ବି ଆର୍ଶ୍ଚଯ୍ୟ ହୋଇଯିବେ।

ଆପଣ ମାନେ ତ ଜାଣନ୍ତି କି ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର କଥା ଭାଇରାଲ ହେବାରେ ଲାଗିଛି । ଏହା ସହିତ ସୋସିଆଲ ମିଡିଆରେ ଯେଉଁ କଥା ଭାଇରାଲ ହୋଇଥାଏ ତାହାକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି , ଯାହା ଦ୍ୱାରା କି ତାହା ବହୁତ ଆଗକୁ ବଡିଥାଏ । କିଛି ଆସ୍ଚର୍ଯ୍ୟ ଚକିତ କଥା ଆମେ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଉ । ଆଗ ସମୟରେ ଆମେ ମାନେ ଏତେ କଥା ସମ୍ବଦ୍ଧରେ ଜାଣିପାରୁନଥିଲୁ , ମାତ୍ର ଏବେ ଦେଶ ଆଧିନିକ ବା ଡିଜିଟାଲ ହେବା ଦ୍ୱାରା ଆମେ ମାନେ ଘରେ ବସିକରି କେଉଁଠାରେ କଣ ହେଉଛି ତାହା ଲାଇଭ ମଧ୍ୟ ଦେଖିପାରୁ ।

ଏହା ସହିତ ବିଭିନ୍ନ ପ୍ରକାର ଘଟଣା ସଂପର୍କରେ ଜାଣିବାକୁ ମଧ୍ୟ ପାଇ , ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେମିତି କିଛି କଥା ବିଷୟରେ କହିବୁ । ଯେଉଁ କଥାକୁ ଶୁଣିଲେ ଆପଣ ମାନେ ମଧ୍ୟ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କଥାଟି ।

ଆପଣ ମାନେ କେବେ ତ ନିଶ୍ଚିତ ରୂପରେ ପରୀକ୍ଷା କରିଥିବେ କି ଯଦି ଆପଣ ଆପଣ ଗୋଟେ ରଙ୍ଗ ଥିବା କାଗଜ କୁ ପାଣି ରେ ବୁଡ଼ାଇ ବେ ତେବେ ମଧ୍ୟ ସେହି କାଗଜ ରୁ ରଙ୍ଗ ଛାଡିବ ଆଉ କାଗଜ ମଧ୍ୟ ଛିଡ ଯିବ। ତେବେ ଏହା ଏକ ସହଜ କଥା ଅଟେ । ଟେବେ ସବୁ ଲୋକ ଯାନ୍ତି କି ଗୋଟେ ନୋଟ କୁ ପାଣି ରେ ପକାଇଲେ ତା ଓଦା ହୋଇ ଯିବ ଏବଂ ଏହା ଦ୍ୱରା ନୋଟ ଟି ନଷ୍ଟ ମଧ୍ୟ ହେଇଯାଇଥାଏ । ମାର୍କେଟ କୁ ଆସିଥିବା ନୋଟ ଦେଖିବାକୁ ଟିକେ ଆଜିବ ରଙ୍ଗ ର ଅଟେ ଆପଣ ଏହି ନୋଟ ସମ୍ବନ୍ଧ ରେ ଏକ ଭିଡିଓ ଦେଖି ବେଶ ଆଶ୍ଚଯ୍ୟ ହେବେ , ଯାହା କି ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଛି ।

ତେବେ ଭାଇରାଲ ଭିଡିଓଟି ହେଉଛି କି , ଜଣେ ବ୍ୟକ୍ତି ଗୋଟେ କଥା ଜାଣିବା ପାଇଁ ଅର୍ଥାତ ଏକ ନୋଟର ରଙ୍ଗରେ ପରିବର୍ତ୍ତନ ହେଉଛି କି ନାହିଁ ତାହା ଜାଣିବା ପାଇଁ ଏକ 200 ଟଙ୍କିଆ ନୋଟକୁ ଫୁଟୁଥିବା ପାଣିରେ ପକାଇ ଦେଲେ । ଏହା ପରେ ସେ ନୋଟଟିକୁ ବାହାରକୁ କାଢି ଆଣିଲେ , ମାତ୍ର ସେହି ନୋଟରେ କୌଣସି ପରିବର୍ତ୍ତନ ଦେଖା ଦେଲା ନାହିଁ ।

ଏହା ପରେ ନୋଟଟିକୁ ଶୁଖାଇ ଦେଲେ , ଶୁକିଲା ପରେ ମଧ୍ୟ ନୋଟରେ କୌଣସି ପରିବର୍ତ୍ତନ ହେଲା ନାହିଁ । ନୋଟଟି ପ୍ରଥମେ ଯେମିତି ଥିଲା ସେମିତି ହିଁ ରହିଥିଲା । ତେବେ ଏହି କଥାରୁ ନିଶ୍ଚିତ ରୂପେ ଜଣାପଡିଲା କି ଏବେ ଯେଉଁ ନୋଟ ଆସୁଛି ତାହା କାଗଜରେ ପ୍ରସ୍ତୁତ ହେଉ ନାହିଁ । କାରଣ କାଗଜ ହୋଇଥିଲେ ତାହା ଛିଡି ଯାଇଥାନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ବାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।