Odisha News Portal

200 ବର୍ଷ ପରେ ଏହି ରାଶି ମାନଙ୍କ ଉପରେ ଖୁସି ହେଲେ ମହାଦେବ, ଏବେ ଏମାନେ ହେଇଯିବେ ମାଲାମାଲ, ସବୁ ଦିଗରୁ ମିଳିବ ସଫଳତା

ଭଗବାନ ଭୋଳାନାଥଙ୍କ ସ୍ବଭାବ ବହୁତ ସରଳ ବୋଲି ଶାସ୍ତ୍ରରେ ଧରାଯାଇଛି । ଲୋକଙ୍କ କହିବା ଅନୁସାରେ ଭୋଳାନାଥ ନିଜ ନାମ ପରି ଭୋଳା ଅଟନ୍ତି । ଭୋଳାନାଥଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ଥାଏ ତାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ । ଶିବଙ୍କୁ ଗୋଟିଏ ଢାଳ ଜଳ ଅର୍ପଣ କରିଲେ ସେ ବହୁତ ଶିଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି । ପ୍ରଭୁ ଭୋଳାନାଥଙ୍କୁ ସତ୍ ମନ ରେ ପୂଜା କରିଲେ ବ୍ୟକ୍ତି ସବୁ ଅସିୁବିଧାରୁ ମୁକ୍ତି ମିଳିଥାଏ । ଭୋଳାନାଥ ଙ୍କୁ ଯିଏ ସନ୍ତୁଷ୍ଟ କରି ପାରେ ସେ ସମସ୍ତ ପୂର୍ଣ୍ଣ୍ୟର ଅଧିକାରୀ ହୋଇ ପାରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଳାନାଥଙ୍କ କୃପା ଦୀର୍ଘ 200 ବର୍ଷ ପରେ ଏହି ରାଶିମାନଙ୍କ ଉପରେ ପଡିବାକୁ ଯାଉଛି । ଆଉ ଏଥିରେ 6ଟି ରାଶିକୁ 2021ଜାନୁଆରୀ ମାସ ଠାରୁ ପଇସା ହିଁ ପଇସା ପ୍ରାପ୍ତି ହେବ ।

1. ମେଷ ରାଶି –

 

ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବେ ଚମକିବାକୁ ଯାଉଛି ଏବଂ ଏମାନଙ୍କ ଭାଗ୍ୟରେ ଅନେକ ଖୁସି ଆସିପାରେ, ଏମାନେ ବର୍ତ୍ତମାନ ସଫଳ ଜୀବନ ଅତିବାହିତ କରିବେ । ଏମାନଙ୍କ ଜୀବନରେ ଏବେ ଖରାପ ସମୟ ଶେଷ ହୋଇ ସାରିଛି ଏବଂ ଧନର ଆଗମନ ହେବେ ।

ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ଦେଖିବାକୁ ମିଳିବ । ଏମାନଙ୍କ ଜୀବନରୁ ଏବେ ସବୁ ସମସ୍ୟା ପ୍ରଭୁ ଭୋଳାନାଥଙ୍କ କୃପାରୁ ସମାପ୍ତ ହୋଇଯିବ ।

2.କନ୍ୟା ରାଶି –

ପ୍ରଭୁ ଭୋଳାନାଥଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ । ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହାସହିତ ଆପଣଙ୍କର ଧନଧାନ୍ୟର ବୃଦ୍ଧି ହେବାକୁ ଯାଉଛି ।

3.ସିଂହ ରାଶି –

ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

4. ତୁଳା ରାଶି –

ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ଭୋଳାନାଥ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ ।

5. ମିଥୁନ ରାଶି

-ଏହି ରାଶି ଥିବା ବ୍ୟକ୍ତିମାନଙ୍କ ପରିବାରରେ ଚାଲିଥିବା ବିବାଦର ସମାଧାନ ପାଇବେ । ଧନପ୍ରାପ୍ତିର ଯୋଗ ରହିଛି ଏବଂ ଏହି ରାଶି ଥିବା ବ୍ୟକ୍ତିମାନେ ଅଫିସରେ କାର୍ଯ୍ୟ କରୁଥିଲେ ଉନ୍ନତି ହେବେ । ପରିବାରର ସଦସ୍ୟ ରୋଗ ବ୍ୟାଧିରୁ ମୁକ୍ତ ହେବେ ।

6. ମକର ରାଶି-

ଏମାନେ ନିଜର ଜ୍ଞାନ ପାଇଁ ଅନେକ ସ୍ଥାନରେ ପ୍ରସଂସା ପାଇବେ । ବାଣୀଜ୍ୟରେ ଧନ ଲାଭ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ନୁଆ ସ୍ଥାନକୁ ଭ୍ରମଣ କରିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।