Odisha News Portal

ବଲିଉଡ୍ ର ଏହି ଅଭିନେତ୍ରୀ ଙ୍କର 2 ମାସ ପୂର୍ବରୁ ହୋଇଥିଲା ବିବାହ, ଏବେ ଆସିଲା ଗର୍ଭବତୀ ହେବା ଖବର: ଏମିତି ଜବାବ ଦେଲେ ଅଭିନେତ୍ରୀ କହିଲେ ମୋତେ ପ୍ରତିଦିନ……

0 8

ତେବେ ଗୋଆ ବିଚ୍ ରେ ଅଭିନେତ୍ରୀ ପୁନମ୍ ପାଣ୍ଡେ ନିଜର ଅଶ୍ଳୀଳ ଫୋଟ ଉଠାଇ ହରଡ଼ ଘଣାରେ ପଡ଼ିଥିଲେ ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାର କେନ୍ଦ୍ରିବିନ୍ଦୁ ପାଲଟିଛନ୍ତି । ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ପୁନମ୍ ପାଣ୍ଡେ ସବୁ ବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ତେବେ ପୁନମ୍ 2 ମାସ ପୂ୍ର୍ବରୁ ସ୍ୟାମ୍‌ ବମ୍ବେଙ୍କୁ ବିବାହ କରିଛନ୍ତି। କିନ୍ତୁ ଏହା ପରେ ପୁନମଙ୍କ ବ୍ୟକ୍ତିଗତ ଜୀବନ ବିବାଦ ଘେରରେ ରହିଛି । ଚାଲନ୍ତୁ ଜାଣିବା କଣ ସେହି ଚର୍ଚାର ବିଷୟ ଯାହା ପୁନମଙ୍କ ନାଁରେ ଚର୍ଚ୍ଚା ହେଉଛି । ତେବେ ଚର୍ଚ୍ଚାର ବିଷୟ ଏହା କି ଅଭିନେତ୍ରୀ ପୁନମ ପାଣ୍ଡେ ବିବାହର ମାତ୍ର 2 ମାସ ପରେ ଗର୍ଭବତୀ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ଆଉ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଅଭିନେତ୍ରୀ ପୁନମ୍ ମଧ୍ୟ ନିଜର ନିରବତା ଭଙ୍ଗ କରିଛନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । । ପୁନମ ପାଣ୍ଡେ ମନ୍ତବ୍ୟ ଦେଇଛନ୍ତି ବା କହିଛନ୍ତି- ଯଦି ସେମିତି କିଛି ହୋଇଥିବ ତେବେ ମୁଁ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଜଣାଇ ଦେବି ।

ତେବେ ଏହି ପରି କହି ଅଭିନେତ୍ରୀ ପୁନମ ପାଣ୍ଡେ ନିଜର ଗର୍ଭବତୀ ହେବା କଥା ଉପରେ ପରଦା ପକାଇବାକୁ ଚେଷ୍ଟା କରି ଥିବା କଥା କୁହା ଯାଉଛି । କିନ୍ତୁ ସୂଚନା ଅନୁସାରେ ନିକଟରେ ଜଣେ ଡାକ୍ତର ପୁନମ ପ୍ରେଗ୍‌ନେଣ୍ଟ ଥିବା କଥା ନେଇ ଦାବି କରି ଥିଲେ ।
ତେବେ ଅନ୍ୟ ପକ୍ଷରେ ସବୁ ଠାରୁ ବଡ କଥା ହେଉଛି କି ସେମାନଙ୍କ ବିବାହକୁ ମାତ୍ର 2 ମାସ ହୋଇ ଥିବା ବେଳେ ନିଜ ସ୍ବାମୀ ସ୍ୟାମ୍‌ ବମ୍ବେ ଙ୍କ ଉପରେ ଗୁରୁତର ତଥା କଠୋର ଅଭିଯୋଗ ଆଣି ଥିଲେ ଅଭିନେତ୍ରୀ ପୁନମ ପାଣ୍ଡେ ।

ପୁନମ ଙ୍କ ଅଭିଯୋଗ ଅନୁୟାୟୀ ସ୍ବାମୀ ସ୍ୟାମ୍ ବମ୍ବେ ତାଙ୍କୁ ମାର ପିଟ କରିବା ସହ ଧମକ ଦେଉ ଥିବା ନେଇ ଥାନାରେ ଅଭିନେତ୍ରୀ ଅଭିଯୋଗ କରି ଥଲେ । ତେବେ ସୂଚନାଯୋଗ୍ୟ ଏହି ସବୁ ଘଟଣା ଦକ୍ଷିଣ ଗୋଆର କ୍ୟାନେକୋନ ଗାଁରେ ଘଟି ଥିଲା ।ଆଉ ପୁନମ ଙ୍କ ଏହି ସବୁ ଅଭିଯୋଗ ଆଧାର ରେ ପୋଲିସ ସ୍ୟାମ୍ ବମ୍ବେ ‌ଙ୍କୁ ଗିରଫ କରିଛି ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଏହି କିଛି ଦିନ ପୂର୍ବେ ଅଭିନେତ୍ରୀ ପୁନମ ପାଣ୍ଡେ ଏବଂ ତାଙ୍କ ସ୍ବାମୀ ସ୍ୟାମ୍ ବମ୍ବେ ଗୋଆ ବିଚ୍ ରେ ଅଶ୍ଳୀୟ ଭିଡିଓ ସୁଟ୍ କୁ ନେଇ ବହୁ ଦ୍ବନ୍ଦ ଘେରରେ ଫସି ରହି ଥିଲେ । ଆଉ ଏହା ପରେ ପୁନମ ପାଣ୍ଡେଙ୍କ ଅଶ୍ଳୀୟ ଭିଡିଓ ଦେଖି ବହୁତ ହଙ୍ଗାମା ମଧ୍ୟ ହୋଇ ଥିଲା । ଏହାପରେ ଏହି ଭିଡିଓ ଏବଂ ଫୋଟ ସବୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ଯାହା ଫଳରେ ତାଙ୍କ ଉପରେ ଅଭିଯୋଗ ମଧ୍ୟ କରା ଯାଇ ଥିଲା । ଏହାପରେ ପୋଲିସ ପୁନମ୍ ଙ୍କୁ ଗିରଫ ମଧ୍ୟ କରି ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।