କଥାରେ ଅଛି ଭାଗ୍ୟ କେତେବେଳେ କାହା ଦ୍ବାରା ସାମ୍ମନାରେ ଛିଡା ହେବ ତାହା କହିହେବ ନାହିଁ ତେଣୁ ମନୁଷ୍ୟ କୁ କୌଣସି ବି ପରିସ୍ଥିତି ରେ ବି ନିଜର ପରିଶ୍ରମ ଠାରୁ ଦୂରେଇ ରହିବା କଥା ନୁହେଁ କାରଣ ପରିଶ୍ରମ କରିବା ଦ୍ବାରା କେତେବେଳେ କଣ ମିଳିଯିବ ଯାହା ରାତାରାତି କୋଟିପତି ବନିଯିବ , କାରଣ ସେମତିି ଏକ ପ୍ରତ୍ୟେକ୍ଷ ଘଟଣା ଆମେ ଦେଖିବାକୁ ପାଇଛୁ ଯାହା ମୁମ୍ବାଇ ରେ ରହୁଥିବା ଦୁଇ ଭାଈ ଙ୍କ ଭାଗ୍ୟରେ ଚମକ୍ ଆସିଛି ।
ଦୁଇ ଭାଈ ବୃତ୍ତିରେ ସତ୍ସ୍ୟଜିବୀ ଅଟନ୍ତି , ସେମାନେ ସବୁଦିନ ପରି ସମୁଦ୍ର ତଟ କୁ ମାଛ ଧରିବାକୁ ଯାଆନ୍ତି , କିନ୍ତୁ ସବୁଦିନ ପରି ସେ ଗୋଟିଏ ଦିନ ମାଛ ଧରିବାକୁ ଯିବା ସମୟରେ ତାଙ୍କ ଜାଲରେ ଏମିତି କିଛି ଫସିଗଲା ଯାହା ରାତାରାତି ଦୁଇ ଭାଈ ଙ୍କୁ ଲକ୍ଷପତି ବନିଦେଲା । ତେବେ ଆସନ୍ତୁ ଜାଣିବା କଣ ଥିଲା ସେହି ଜିନିଷ ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଖବର କୁ ପୋଷ୍ଟ କରିଛି ।
ମୁମ୍ବାଇର ପାଲଘର ର ସମୁଦ୍ର ତଟରେ ସବୁଦିନ ପରି ମତ୍ସ୍ୟଜିବୀ ମହେଶ ଏବଂ ତାଙ୍କ ସାନ ଭାଈ ଯାଆନ୍ତି ,ମାଛ ଧରି ସେମାନେ ବିକ୍ରି କରନ୍ତି ସେଥିରେ ତାଙ୍କର ଦୁଇ ଅଳି ଘରଚଳେ । ସେମାନେ ସବୁଦିନ ପରେ ସମୁଦ୍ର କୂଳରେ ପହଞ୍ଚି ଜାଲ ପକାଇଥିଲେ , ପ୍ରଥମେ ସେମାନଙ୍କୁ ଲାଗିଲା କି ଆଜି ଜାଲରେ ମାଛ ମାନେ ଫସି ନାହାଁନ୍ତି କିନ୍ତୁ ଅଚାନକ୍ ଜାଲ ଭାରି ଭାରି ଲାଗିଲା , ସେମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଥାଏ କାରଣ ଆଗରୁ ଏମିତି ଓଜନ କେବେ ହୋଇନାହିଁ ଆଜି ଅଚାନକ୍ କେମିତି , ଏହା ପରେ ଦୁଇ ଭାଈ ଜାଲ ଟାଣି ବାକୁ ଲାଗିଲେ , ଜାଲ ଆଡିରେ ପହଞ୍ଚିବା ପରେ ଜାଲରେ ଯାହା ଥିଲା ତାହା ଦେଖି ସେମାନଙ୍କ ହୋସ ଉଡିଗଲା ।
ଆପଣ ମାନେ ଜାଣନ୍ତି ସେହି ଜାଲରେ କଣ ଫସି ଥିଲା , ସେଥିରେ ଗୋଟିଏ ମାଛ ଫସିଥିଲା ଯାହାର ଦାମ ଜାଣିଲେ ାଆପଣ ଙ୍କର ମୁଣ୍ଡ କାମ କରିବ ନାହିଁ , ସେହି ମାଛର ଦାମ୍ 5.5 ଲକ୍ଷ ଅଟେ , ଏହାର ଓଜନ ଥିଲା 30 କିଲୋଗ୍ରାମ । ଏହାର ଦାମ ଶୁଣିବା ପରେ ଦୁଇ ଭାଈ ଙ୍କର ମୁହଁରେ ଅଚାନକ୍ ଖୁସି ଦେଖିବାକୁ ମିଳିଲା , ସେମାନେ ଏହି ମାଛ କୁ ବିଦେଶ ବିକ୍ରି କରିବା ପରେ ଏତେ ଟଙ୍କା ପାଇବେ କେବେ ସ୍ବପ୍ନରେ କଳ୍ବନା କରିନଥିଲେ । ଏହି ମାଛର ନାମ ଥିଲା ଘୋଲ ମାଛ , ଯାହା ର ଦାମ 5.5 ଲକ୍ଷ ଟଙ୍କା । ତେବେ ଏହି ମାଛ ଖାଇବା ଦ୍ବାରା କଣ ଲାଭ ଆସନ୍ତୁ ଜାଣିବା ।
ଏହି ମାଛ ଖାଇବା ଦ୍ବାରା ଶିଶୁର ମାନସିକ ବିକାଶ ହେବା ସହିତ ମସ୍ତିଷ୍କରେ ବିକାଶ ହୋଇଥାଏ । ଏହାକୁ ଖାଇବା ଦ୍ବାରା ଆପଣ Omega ତିନି ପ୍ରାପ୍ତ କରିପାରିବେ । ଯଦି ଆପଣ ଚାହୁଁଛନ୍ତି କି ଆପଣ ଙ୍କର ସୌନ୍ଦର୍ଯ୍ୟ ଏବଂ ତ୍ବଚ୍ଚା ସର୍ବଦା ଆକର୍ଷଣୀୟ ରହୁ ତେବେ ଗୋଲ ମଛଲି ତାହା ଦେବାରେ ଅନ୍ୟତମ୍ । ଘୋଲ ମାଛ ରେ ଅନେକ ପ୍ରକାର ଭିଟାମିନ୍ ଓ ପ୍ରୋଟିନ୍ ରହିଛି , ଏପରି କି ପୋଷକ ତତ୍ତ୍ବ ମଧ୍ୟଦେଇଥାଏ । ଆପଣ ଯଦି ଚାହୁଁଛନ୍ତି କି ଆପଣ ଙ୍କର ଆଖି ବୁଡା ହେବା ପର୍ଯ୍ୟନ୍ତ ଭଲ ରହୁ ଏବଂ ଦେଖାଯାଉ ତେବେ ଘୋଲ ମାଛ ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।