1st Time ସିନେମା ଦେଖି ହସି ହସି ଗଡି ଗଲେ ଅଭିନେତା ବାବୁଶାନ & ସିଦ୍ଧାନ୍ତ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ତ ବାବୁସାନ ମହାନ୍ତି ଆଉ ପ୍ରକୃତି ମିଶ୍ରଙ୍କୁ ଜାଣିଥିବେ , ଓଡିଶାର ସୁନାମଧନ୍ୟ ଅଭିନେତା ଓ ଅଭିନେତ୍ରୀ ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କର ପୁଅ ବାବୁସାନ, ସେ ମଧ୍ୟ ଫିଲ୍ମ ଜଗତରେ ପାଦ ଦେଇ ବହୁତ ଭଲ ନାଁ କୁ କମେଇଛନ୍ତି | ତାହାଛାଡା ସଂଗୀତ କାର ମନ୍ମଥ ମିଶ୍ରଙ୍କ ଝିଅ ପ୍ରକୃତି ମିଶ୍ର ମଧ୍ୟ ବହୁତ ଓଡ଼ିଆ ଚଳଚିତ୍ର କରି ଚଳଚିତ୍ର ଜଗତରେ ନିଜ ନାଁ କୁ ଆଗକୁ ନେଇଛନ୍ତି | ତେବେ ଆଜି ପ୍ରେମମ ଫିଲ୍ମ ଯୋଗୁ ପୁଣି ଥିରେ ସେହି ଦୁଇଜଣ ହିଟ ଯଦି ଲୋକମାନଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି |

ପ୍ରକୃତି ମିଶ୍ର ଙ୍କୁ ଚୁଲବୁଲି ନାୟିକା କହୁଥିବା ବେଳେ ବାବୁସାନଙ୍କୁ ମଧ୍ୟ ଚକଲେଟ ହିରୋ ବୋଲି କୁହାଯାଏ କାରଣ ତାଙ୍କୁ ଦେଖିବାକୁ ଯେମିତି ଚକଲେଟ ପରି ତାଙ୍କର ଏକ୍ଟିଙ୍ଗ ବି ସେମିତି, ତାଙ୍କର ଅଭିନୟର ଯାଦୁରେ ସେ ସମସ୍ତଙ୍କୁ କରିଥାନ୍ତି ଆତ୍ମହରା , ତାହା ସହିତ ସେ ଭଲ କମେଡି ମଧ୍ୟ କରନ୍ତି, ଯାହା ଯୋଗୁ ଦର୍ଶକ ମାନେ ବେଶୀ ତାଙ୍କ ଆଡକୁ ଆକୃଷ୍ଟ ହେଇଯାଇଥାନ୍ତି |

ତେବେ ଏମିତି ଏକ ଫିଲ୍ମ ରେ ସମସ୍ତଙ୍କୁ ଆକୃଷ୍ଟ କରିଲା ଭଳି ଦମଦାର ଅଭିନୟ ରହିଛି ଯାହା ଫଳରେ ସମସ୍ତେ ସେହି ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ , ଆଉ ଫିଲ୍ମ ହଲ ଆଗରେ ବହୁତ ଭିଡ ମଧ୍ୟ ଜମାଇଥିଲେ , ତାହା ଛଡା ହଲ ଆଗରେ ନାଚି ଗୀତ ଗାଇ ବହୁତ ମଜା ମଧ୍ୟ ନେଇଥିଲେ ସେମାନେ |

ତେବେ ଏବେ ସେସିଆଲ ମିଡିଆରେ ଭାଇରାଲ ହେଇଛି କିଛି ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମଧ୍ୟ ହେଇଯିବେ ଖୁସି, ସିଦ୍ଧାନ୍ତ ମହାପାତ୍ର ଓ ବାବୁସାନ ମହାନ୍ତି ଏକା ସାଥିରେ ବସି ଫିଲ୍ମକୁ ଉପଭୋଗ କରିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ସାଙ୍ଗରେ ବସି କଥା ହେବା ସହିତ ଫିଲ୍ମକୁ ମଧ୍ୟ ବହୁତ ଭଲ ଭାବରେ ଉପଭୋଗ କରିଛନ୍ତି, ତାହା ସହିତ ବହୁତ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ସେଥିରେ ସାମିଲ ହେଇଛନ୍ତି ଆଉ ପ୍ରେମମ ଫିଲ୍ମର ମଜା ମଧ୍ୟ ନେଉଛନ୍ତି, ବାବୁସାନ ମଧ୍ୟ ପ୍ରେମମ ଫ୍ଲିମଟି ପ୍ରକୃତି ମିଶ୍ରଙ୍କ ସହିତ କରି ବହୁତ ଖୁସି ଜଣା ପଡୁଛନ୍ତି, ବହୁତ ଦିନରୁ ସେ ଏହି ପରି ଗୋଟିଏ ଭଲ ଫିଲ୍ମ ଖୋଜୁଥିଲେ ଆଉ ପ୍ରେମମ ଫିଲ୍ମ କରିଲା ପରେ ସେ ବହୁତ ଖୁସି ଜଣା ପଡୁଛନ୍ତି |

ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି , ଓ ପ୍ରେମମ ଫିଲ୍ମ କଥା ସମସ୍ତଙ୍କ ମୁହଁରେ ଶୁଣାଯାଉଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment