Odisha News Portal

୧୮ ବର୍ଷ ବୟସର ଝିଅ ଦେଖାଯାଉଛି ୮୦ ବର୍ଷ ବୃଦ୍ଧଙ୍କ ପରି,ଏହି ଘଟଣା ସମ୍ପର୍କରେ ଜାଣିଲେ ଆପଣମାନେ ଚମକି ପଡିବେ

0 114

ଆଜିକାଲି ଦୁନିଆରେ ସବୁ କ୍ଷେତ୍ରରେ ଟେକ୍ନୋଲୋଜି ର ବ୍ୟବହାର ଆବଶ୍ୟକତା ପଡୁଛି। ଏବେ ବିଜ୍ଞାନ ଯୁଗ ଚାଲିଛି। ବିଜ୍ଞାନ ଯେତେ ଉନ୍ନତ ହେବ ଦେଶ ସେତେ ଉନ୍ନତ ହେଉଅଛି ଏବଂ ତତସହିତ ଲୋକମାନଙ୍କର ଜୀବନଶୈଳୀ ମଧ୍ୟ ସେତେ ପରିବର୍ତନ ହେଉଛି। ସେମାନଙ୍କର ପୋଷାକ, ଖାଦ୍ୟପେୟ, ଏବଂ ବ୍ୟବହାରରେ ମଧ୍ୟ ଉନ୍ନତି ହଉଛି।ବିଜ୍ଞାନ ମଣିଷକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାଏ। ସେହିପରି ନୂଆ ନୂଆ ଉନ୍ନତ ଧରଣର ରୋଗ ମଧ୍ୟ ସୃଷ୍ଟି ହୋଇଅଛି, ଯାହାର ନିରାକରଣ ପାଇଁ ଚିକିତ୍ସାବିଜ୍ଞାନ ଆଜି ପର୍ଯ୍ୟନ୍ତ କିଛି ପ୍ରତିଷେଧକ ବାହାର କରିପାରୁ ନାହିଁ।ଏମିତି କିଛି ରୋଗ ଅଛି ଯାହାକୁ ଆଜିଯାଏ ଚିହ୍ନଟ କରିହେଉ ନାହିଁ। ଦୁନିଆରେ ଦିନକୁ ପ୍ରାୟ ଲକ୍ଷେ ଲକ୍ଷେ ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି। ସମସ୍ତଙ୍କର ଭିନ୍ନ ଭିନ୍ନ ବ୍ୟକ୍ତିଗତ ରହିଥାଏ।

ସମସ୍ତଙ୍କ ମଧ୍ୟରେ କିଛି ନା କିଛି ଶାରୀରିକ କ୍ଷେତ୍ରରେ ଅଲଗା ଅଲଗା ରହିଅଛି। କାହାର ଗୋଡ଼ ଭଲ ନଥାଏ ଏବଂ କାହାର ହାତ ଭଲ ନ ଥାଏ, ଏହିଭଳି ଶିଶୁଙ୍କୁ ବିକଳାଙ୍ଗ କୁହାଯାଏ।ଆମେ ଯଦି ବିଶ୍ୱ ସ୍ତରରେ ଦେଖିବା ପ୍ରତିଦିନ ହଜାର ହଜାର ଶିଶୁ ବିକଳାଙ୍ଗ ଭାବରେ ଜନ୍ମ ଗ୍ରହଣ କରିଥାନ୍ତି।ଏହି ବିଜ୍ଞାନ ଯୁଗରେ ବିକଳାଙ୍ଗ ଶିଶୁ ସବୁ ସାଧାରଣ ହୋଇରହିଲେଣି।

ବେଳେବେଳେ ଦେଖାଯାଏ ଯେ ବିକଳାଙ୍ଗ ଶିଶୁ ମାନଙ୍କୁ ଚିକିତ୍ସାବିଜ୍ଞାନ ସହାୟତାରେ ସାଧାରଣ ମଣିଷଙ୍କପାରି ସମାଜରେ ରହିଲେଣି।କିନ୍ତୁ ଏହିପରି ରହିବ ତା ସମସ୍ତଙ୍କ ଭାଗ୍ୟରେ ନ ଥାଏ। ଏହି ସବୁ ସର୍ଜରୀ ଏବଂ ଚିକିତ୍ସା ପାଇଁ ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ୍ଚ କରିଥାଆନ୍ତି।

ଆଉ ଆମ ଦେଶରେ ଅଧିକାଂଶ ଲୋକ ଗରିବ ପରିବାରର। ଏଠାରେ କିଛି ଲୋକ ଅଛନ୍ତି ଯେ କି ମୁଠାଏ ଖାଇବାକୁ ପିଇବାକୁ ପାଉ ନାହାଁନ୍ତି।ତେବେ ଭାବନ୍ତୁ ସେମାନଙ୍କର ଯଦି ଏଭଳି ଶିଶୁ ଜନ୍ମ ହେବେ ତେବେ ସେମାନେ କଣ କରିବେ।ଆଉ ଆଜି ଆମେ ଆପଣଙ୍କୁ ଏକ ଗରିବ ଘରର କରୁଣ କାହାଣୀ ବିଷୟରେ କହିବାଉ ଯାଉଛୁ।

ଅହମଦ ବଦହଲି ନାମକ ଏକ ୧୮ ବର୍ଷର ଝିଅ ,ତାଙ୍କର ଅଜଣା ବେମାରି ହୋଇଛି ଯାହାକୁ ଶୁଣିଲେ ଆପଣମାନେ ଚମକି ପଡିବେ।କାରଣ ୧୮ ବର୍ଷ ବୟସରେ ଝିଅ ୮୦ ବର୍ଷ ବୃଦ୍ଧଙ୍କ ପରି ଦେଖା ଯାଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ୨ ବର୍ଷ ପୂର୍ବେ ୟମନ ଦେଶରେ ଗୃହ ଯୁଧ୍ୟ ହୋଇଥିଲା। ସେହି ଯୁଧ୍ୟର ଏତେ ପ୍ରଭାବ ଥିଲା ସେଠାରେ ଥିବା ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଇଥିଲେ।

ଏହି ଯୁଧ୍ୟରେ କିଛି ଲୋକ ଖାଇବାକୁ ପାଇଁ ନ ଥିବାବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ଯୁଦ୍ଧରେ ରସାୟନର ସଂସ୍ପର୍ଶ ଯୋଗୁଁ ସେ ଏହି ରୋଗରେ ପୀଡିତ ହୋଇଯାଇଥିଲେ। ଏହି ରୋଗ ଦ୍ୱାରା ସେ ଝିଅର ଚମଡା ଶଖିଯିବା ସହ ହାଡ ବାହାରକୁ ଦେଖା ଯାଇଥିଲା। ଏପରିକି ସେ ନିଜେ ପାଦରେ ଚାଲୁ ପାରୁନାହାନ୍ତି।ତାଙ୍କର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛଳ ନ ଥିବାରୁ ତାଙ୍କର ଚିକିତ୍ସା କରିପାରୁନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।