Odisha News Portal

ହେ ଭଗବାନ !! 17 ବର୍ଷୀୟ ଝିଅର ପେଟରୁ ବାହାରିଲା ଏମିତି ଅଜବ ଜିନିଷ ଜାଣିଲେ ଆପଣ ଅବାକ୍ ହୋଇଯିବେ….

ମଣିଷ ଶରୀର ରେ ବେଳେ ବେଳେ ଜଣା ଅଜଣାରେ ଏଭଳି କିଛି ପରିବର୍ତ୍ତନ ହୋଇ ଥାଏ , ଯାହା ନିଜେ ସେହି ବ୍ୟକ୍ତିଙ୍କୁ ମଧ୍ୟ ଜଣା ନ ଥାଏ । ତେବେ ଏପରି କିଛି ଘଟଣା ଘଟିଛି ଜଣେ 17 ବର୍ଷିୟା ଯୁବତୀ ଙ୍କ ସହିତ । ଅନେକ ସମୟ ରେ ତାଙ୍କ ପେଟ ଭିତରେ ଯନ୍ତ୍ରଣା ହେଉ ଥିଲା କିନ୍ତୁ ଏହାର କାରଣ କଣ ଜଣା ପଡୁ ନଥିଲା । ତେବେ ନିକଟ ରେ ଏକ ସର୍ଜରି କରାଇବା ଦ୍ବାରା ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ତେବେ ଦେଖା ଯାଇଛି କି ସେହି ମହିଳା ଙ୍କ ପେଟ ଭିତରେ ଏକ ବୃକୃତ ଯମଜ ବଢୁ ଥିଲା ।

ଯାହା ଖି ଟ୍ୟୁମର ଭଳି ଅଟେ । ତେବେ ବ୍ରିଟିସ୍ ମେଡିକାଲ୍ ଜର୍ଣ୍ଣାକଙ୍କ ଏକ ରିପୋର୍ଟ ଅନୁଯାୟୀ , ଯୁବତୀ ଜଣଙ୍କ ପେଟ ଭିତରେ ଆଶିଂକ ରୂପେ ଏକ ଯମଜ ବଢୁ ଥିଲେ ଏବଂ ଏପରି ପ୍ରାୟ 5 ବର୍ଷ ଧରି ଚାଲି ଆସୁ ଥିଲା । ଏହି ପ୍ରକାରେ ମହିଳା ପେଟ ଭିତରେ ଯନ୍ତ୍ରଣା , ଭୋକ ନ ଲାଗିବା ଏବଂ ଆଘାତ ଦେବା ଭଳି କଷ୍ଟ ହେଉ ଥିଲା ବୋଲି କହିଛନ୍ତି ମହିଳା ଜଣକ ।

ତେବେ ଯେତେ ବେଳେ ଡାକ୍ତର ମାନେ ଏହାର ପରୀକ୍ଷା କରି ଥିଲେ ସେତେ ବେଳେ ଏହା ଏକ ଆବୁ ପିଣ୍ଡ ଭଳି ଜଣା ପଡି ଥିଲା । ଆଉ ଏହି ଆବୂୁ ପିଣ୍ଡ ଅତ୍ୟନ୍ତ କଠିନ ଥିଲା । ଚେବେ ଡାକ୍ତରଙ୍କ କହିବା ଅନୁଯାୟୀ ସିଟି ସ୍କାନ୍ ପରେ ଯୁବତୀ ଜଣଙ୍କ ପେଟ ଭିତରେ ଥିବା ଟ୍ୟୁମର ର କ୍ୟାଲସିୟମ ଅଂଶ ଟି ସଂମ୍ପୂର୍ଣ୍ଣ ଧଳା ଦେଖା ଯାଉ ଥିଲା । କିନ୍ତୁ ଅତି ନିରିକ୍ଷଣ କରିବା ପରେ କ୍ୟାଲସିୟମ୍ ଅଂଶଟି ହାଡ ର ରୂପ ନେଇ ଥିଲା ଏବଂ ଏହାର କିଛି ଅଂଶ ରେ ଚୁଟି ଏବଂ ଦାନ୍ତ ବାହାରି ଆସି ଥିଲା ।

ତେବେ ଏହି ଆବୁ ପିଣ୍ଡକୁ ତେରତୁ୍ମ୍ମା ବୋଲି କୁହା ଯାଇ ଥାଏ । ଏହା ଟ୍ୟୁମର ର ଏକ ଅଂଶ ଅଟେ । ଯାହାକି ଅନେକ ପ୍ରକାର ଟିସୁକୁ ନେଇ ଉତ୍ପନ୍ନ ହୋଇ ଥାଏ । ଏହା ଭ୍ରୁଣ ବା ପିଲା ବୃଦ୍ଧି ହେଲା ପରି ଦେଖା ଯାଇଥାଏ । କିନ୍ତୁ ଏଥିରେ ଭ୍ରୁଣ ନ ଥାଏ । ଏହା ସାଦାରଣତଃ ଅଣ୍ଡାଶୟ, ଅଣ୍ଡାକୋଷ ଅଥବା ତେନବର୍ଣ୍ଣରେ ହୋଇ ଥାଏ ।

ଏହି ଯୁବତୀଙ୍କ ଟେରଟୋମା କିନ୍ତୁ ଅନେକ କାରଣରୁ ଅଜବ ଥିଲା । ତାଙ୍କ ଟ୍ୟୁମର ଏକ ବିକୃତ ଯାଆଁଳା ପିଲାର ରୂପ ନେଇଥିଲା । ଭ୍ରୁଣ ଭିତରେ ଭ୍ରୁଣ ବଢିବା ଘଟଣା ପ୍ରାୟ 5 ଲକ୍ଷ ଘଟଣାରେ ଗୋଟିଏ ହୋଇଥାଏ । ତେଣୁ ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ କର ଘଟଣା ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।