Odisha News Portal

Jyotish Shastra – ୧୪ ଏପ୍ରିଲ ପଣା ସଂକ୍ରାନ୍ତି ରେ ଗୁରୁ, ଶନି ଓ ବୁଧ ଙ୍କ ଦୁର୍ଲଭ ମହାସଂଯୋଗ, 6 ଟି ରାଶି ହେବେ କୋଟିପତି

ପ୍ରିୟ ପାଠକଗଣ ନମସ୍କାର। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ମତରେ ଆମ ଜୀବନରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି। ଗଣନା କରି ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଉ। ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ। ତେବେ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ବଦଳି ଯାଇଥାଏ। ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇ ଯାଇଥାଏ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ କ୍ଵଚିତ ଆସିଥାଏ। ତେବେ ବନ୍ଧୁଗଣ ଠିକ ଏପରି ସମୟ ଆସନ୍ତା ପଣା ସଂକ୍ରାନ୍ତି ଅବସରରେ ଆସିବାକୁ ଯାଉଛି ଏହି ୬ଟି ରାଶିର । ଏହି ବର୍ଷ ପଣା ସଂକ୍ରାନ୍ତି ପର ଠାରୁ ଏହି ସବୁ ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

୧. ମେଷ ରାଶି:

ସଂକ୍ରାନ୍ତି ପର ଠାରୁ ମେଷ ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ହଠାତ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ମିତ୍ର ମାନଙ୍କ ସହିତ ଆପଣଂକର ସମ୍ପର୍କ ବହୁତ ମଧୁର ରହିବ। ବ୍ୟାପାର ବାଣିଜ୍ୟରେ ଆପଣଙ୍କର ବହୁତ ଲାଭ ମଧ୍ୟ ହେବ। ଏହି ସମୟରେ ବିଶେଷ କରି ଆପଣଙ୍କର ଅର୍ଥ ଜନିତ କୌଣସି ସମସ୍ୟା ରହିବ ନାହିଁ। ସମାଜ ରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ସମସ୍ୟାର ଅନ୍ତ ଘଟିବ।

୨. ମିଥୁନ ରାଶି:

ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟରେ ଖୁସିର ରଙ୍ଗ ଭରିଯିବ। ଏହି ସମୟରେ ପ ଆପଣଙ୍କୁ ପ୍ରତ୍ୟେକ କାମ ପାଇଁ ଆପଣଙ୍କ ବନ୍ଧୁ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ମିଳିବ। ଯାହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ। ଆପଣ ସମସ୍ତ ଚିନ୍ତାରୁ ମୁକ୍ତି ପାଇବେ। ଯଦି ଆପଣଙ୍କର କୌଣସି ଭି ପ୍ରିୟ ଜିନିଷ ଚୋରି ହୋଇଯାଇଛି ତେବେ ଆପଣ ଏହି ସମୟରେ ତାହାକୁ ନିଶ୍ଚୟ ପାଇଯିବେ। ଆପଣଙ୍କର ଆର୍ଥିକ ସ୍ତରରେ ବହୁତ ଉନ୍ନତି ଘଟିବ।

୩. କର୍କଟ ରାଶି:

ପଣା ସଂକ୍ରାନ୍ତି ପର ସମୟ ଠାରୁ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିବେ ସେହି କାର୍ଯ୍ୟରେ ଆପଣ ସଫଳତା ହାସଲ କରିପାରିବେ। ଯେଉଁମାନେ ନୂଆ କରି ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଚାକିରୀ ମଧ୍ୟ ମିଳିଯିବ। ବିଦ୍ୟାର୍ଥୀ ମାନେ ମଧ୍ୟ ସମସ୍ତ ପରୀକ୍ଷା lରେ କୃତକାର୍ଯ୍ୟ ହେବେ। ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କଷ୍ଟ ସାଧ୍ୟ କାର୍ଯ୍ୟରେ ସଫଳତା ମିଳିବ।

୪. କନ୍ୟା ରାଶି:

କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ପଣା ସଂକ୍ରାନ୍ତି ପର ଠାରୁ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି। ବର୍ତ୍ତମାନ ସମୟରେ ଆପଣ ଯେଉଁ କାମକୁ ନେଇ ଚିନ୍ତିତ ଅଛନ୍ତି ସେହି କାମରେ ସଫଳତା ପାଇବେ। ଆପଣଙ୍କର ଯେଉଁ ସରକାରୀ କିମ୍ବା ବେସରକାରୀ କାମ ବାକି ରହିଛି ତାହା ଏହି ଦିନ ପରେ ପୁରା ହୋଇଯିବ। ଆପଣଙ୍କୁ ଏହି ସମୟରେ ନୂତନ ଜମି କିମ୍ବା ଘର କିଣିବାର ସୁଖ ଅଛି।

୫. ତୁଳା ରାଶି:

ଏହି ବର୍ଷ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଏକ ବହୁତ ବଡ଼ ଖୁସି ଆସିବାକୁ ଯାଉଛି। ଏହି ସମୟରେ ଆପଣଙ୍କର ଯେତେ ଭି ଦ୍ଵନ୍ଦ ଅଛି ସେ ସବୁର ସମାଧାନ ହୋଇଯିବ। ଓ ପଣା ସଂକ୍ରାନ୍ତି ପରେ ଆପଣ ଯଦି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କରି ପାରନ୍ତି। ଆପଣଙ୍କ ସବୁ କାର୍ଯ୍ୟରେ ମାତାପିତାଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆପଣଙ୍କୁ ଏହି ସମୟରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି।

୬. ବିଛା ରାଶି:

ଆସନ୍ତା ପଣା ସଂକ୍ରାନ୍ତି ବିଛା ରାଶି ପାଇଁ ଅନେକ ଖୁସି ଖବର ଆଣିବାକୁ ଯାଉଛି। ଏହି ସମୟରେ ଆପଣ କୌଣସି ଦୁର ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଏହି ସମୟରେ ଆପଣଙ୍କର ସମାଜ ରେ ମାନସମ୍ମାନ ଓ ପ୍ରତିଷ୍ଠା ବଢିବ। ମାତା ପିତାଙ୍କ କୃପା ସଦା ସର୍ବଦା ଆପଣଙ୍କ ସହିତ ରହିବ ଯାହାଦ୍ୱାରା ଆପଣ ଜୀବନରେ ବହୁତ ଆଗକୁ ବଢିବେ।

ମୋଟା ମୋଟି ଭାବେ କହିବାକୁ ଗଲେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।