Odisha News Portal

ପୁଣି ଗୁରୁ-ଶିଷ୍ୟ ସଂପର୍କ ରେ ଲାଗିଲା କଳଙ୍କ ! 13 ବର୍ଷର ଛାତ୍ର ସହ 41 ଥର ସମ୍ବନ୍ଧ ରଖି ଶିକ୍ଷୟତ୍ରୀ ହୋଇଗଲେ ଗର୍ଭବତୀ…..

0 4

ଦୁନିଆର ସବୁଠୁ ପବିତ୍ର ସଂପର୍କ ହେଉଛି ଗୁରୁ-ଶିଷ୍ୟ ସଂପର୍କ । ଏହି ସଂପର୍କ ଖୁବ ନିବିଡ ଏଦଂ ପବିତ୍ର ହୋଇଥାଏ । କାଳ କାଳରୁ କଥା ରହି ଆସିଛି ଯେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂପର୍କ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି । କିନ୍ତୁ ବର୍ତ୍ତମାନର ସମାଜ ଏହି ସଂପର୍କକୁ ମଧ୍ୟ କଳୁଷିତ କରିବାକୁ ପଛାଉ ନାହିଁ । ବର୍ତ୍ତମାନର ମାନବ ସମାଜ ପ୍ରତ୍ୟେକ ପାଦରେ ପାପି ମଣିଷ ମିଳିଯିବେ , ତେଣୁ ଏହି ଜଗତ ଧ୍ବସାଂଭିମୁଖୀ । ମଣିଷ ମାନଙ୍କୁ ନିଜର ଆଚାର ବ୍ୟବହାର , ନଜର ଏବଂ ଚିନ୍ତାଧାରା ସୁଧାରିବାକୁ ପଡିବ ନଚେତ ନୀତି ଅନୁସାରେ ଅକାଳ ମୃତ୍ୟୁ ଭୋଗିବେ । ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତିଙ୍କୁ ପୃଥୀବର ମହାପାପି ବୋଲି ମାନାଯାଇଥାଏ । ତେବେ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସାମ୍ନକୁ ଆସିଛି ।

ଘଟଣା ଅନୁଯାୟୀ ଜଣେ 13 ବର୍ଷର ଛାତ୍ର ସହିତ ସମ୍ବନ୍ଧ ରଖି ଶିକ୍ଷୟତ୍ରୀ ହେଲେ ଗର୍ଭବତୀ । ତେବେ ଏହି ପବିତ୍ର ଜିନିଷକୁ ଯେତେବେଳେ ଦୁନିଆର ଲୋକମାନେ କଳଙ୍କିତ କରନ୍ତି ଏହାକୁ ପାପରେ ଗଣାଯାଏ । ଏବେ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାକୁ ଲାଗିଛି ।

ଏହି ଖବର ଜଣେ ଶିକ୍ଷୟତ୍ରୀ ଏବଂ ଜଣେ ଛାତ୍ରର ସମ୍ବନ୍ଧ ବିଷୟରେ ଅଟେ । ଭାଇ-ଭଉଣୀ, ପିତା-ମାତାଙ୍କ ଭିତରେ ପ୍ରେମ ଭଳି ଅନେକ ପ୍ରେମ ରହିଥାଏ । ଦୁନିଆରେ ପ୍ରେମ ପବିତ୍ର , ଶାସ୍ବତ୍ବ ହୋଇଥାଏ । ତେବେ ଏହି ପାବନ ଜିନିଷକୁ ଯେତେବେଳେ ଲୋକେ କଲଙ୍କିର କରନ୍ତି ଏହାକୁ ପାପରେ ଗଣାଯାଏ । 

ଏବେ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାକୁ ଲାଗିଛି । ଏହି ଖବର ଜଣେ ଶିକ୍ଷୟତ୍ରୀ ଏବଂ ଜଣେ ଛାତ୍ରଙ୍କ ମଧ୍ୟରେ ଅନୈତିକ ସମ୍ବନ୍ଧ ବିଷୟରେ । ତେବେ ଶିକ୍ଷୟତ୍ରୀ ଜଣଙ୍କର 41 ଥର ସମ୍ବନ୍ଧ ରଖିବା ପରେ ଗର୍ଭବତୀ ହେବାରୁ ସମସ୍ତ ଗୁପ୍ତ କଥା ପଦାକୁ ଆସିଛି । ଶିକ୍ଷୟତ୍ରୀ ଜମଙ୍କ ସେହି ଛାତ୍ରଙ୍କୁ ଇଂରାଜୀ ଟ୍ୟୁସନ କରନ୍ତି । ଆଉ ଛାତ୍ରଟି ଟ୍ୟୁସନ ନଆସିଲେ ଶିକ୍ଷୟତ୍ରୀ ପାଗଳ ପ୍ରାୟ ହୋଇ ଯାଇଥାନ୍ତି ଏବଂ ବେଳେ ବେଳେ ତାଙ୍କ ଘରକୁ ମଧ୍ୟ ଚାଲି ଯାଆନ୍ତି । ଏହି ଘଟଣାରେ ଲୋକ ମାନେ ପିଲାର ପରିବାର ଲୋକଙ୍କୁ ଦୋଷୀ ବୋଲି ଅଭିଯୋଗ କରୁଛନ୍ତି ।


କିନ୍ତୁ ସମସ୍ତ କଥା ଜଣାପଡିବା ପରେ ମହିଳା ଜଣଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆସିଛି । ହେଲେ ପରିବାର ଲୋକ ଏହି ବିଷୟରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି । ଶିକ୍ଷୟତ୍ରୀ ଜଣକ 13 ବର୍ଷିୟ ଛାତ୍ର ସହିତ 41 ଥର ସଂମ୍ବନ୍ଧ ରଖିଛନ୍ତି । ତେଣୁ ଏହି ମହିଳାଙ୍କ ଉପରେ କଠୋର ରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ଯିବା ଉଚିତ । ଯାହା ଫଳରେ ଏପରି ଗୁରୁ ଛାତ୍ରଙ୍କ ସଂପର୍କରେ କଳଙ୍କ ଲାଗିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।