Odisha News Portal

୧୩ ବର୍ଷ ର ବାଳକ ସହ ୨୩ ବର୍ଷର ବହୁ ହେଇଗଲେ ବାହାଘର ସମ୍ପୂର୍ଣ୍ଣ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାମେ ବର୍ତାମାନ ସମୟ ରେ ଅନେକ ଆଶ୍ଚର୍ଯ୍ୟ କର ଘଟଣା ଗୁଡିକ ଶୁଣୁଥିବେ। ସମାଜ ରେ ଏପରି କିଛି ଘଟଣା ଘଟି ଯାଉଛି ଯାହାକି ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। କାହିଁକି ନା ଏପରି ଘଟଣା ଗୁଡିକ ଆଗରୁ କେବେ ଶୁଣିବାକୁ ମିଳି ନଥିଲା। ଯୋଉଥି ପାଇଁ କି ଆମକୁ ଏହି ଘଟଣା ଗୁଡିକ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ଥାଏ। କିନ୍ତୁ ଏବେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ଯାହାକି ଆଗରୁ କେବେ ଘଟି ନାହିଁ। ଏହି ପରି ଏକ ଘଟଣା ବର୍ତାମାନ ସମୟରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।

ଜଣେ ବାର ବର୍ଷା ର ବାଳକ ଜଣେ 23 ବର୍ଷୀୟ ମହିଳା ଙ୍କୁ ବିବାହ କରିବାର ଖବର ଏବେ ଜୋର ସୋର ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣା ଟି ହେଉଛି ଆନ୍ଧ୍ରପ୍ରଦେଶ ର। ଏଠାରେ ଏହି ବାଳକ ଜନଙ୍କ ନିଜର ବାପା ଙ୍କୁ ସହିତ ଘରେ ବାସ କରୁ ଥିଲେ। ତାଙ୍କର ଆଉ କେହି ନଥିଲେ ପରିବାର କହିଲେ ବାପା ଓ ସେହି ବାଳକ ଜଣଙ୍କ। ତେବେ ସେ ପିଲାଟିର ବାପା ଜଣଙ୍କ ଜଣେ ପେଷାଦାର ମଦୁଆ ଅଟନ୍ତି ଯାହା ଫଳରେ ସେ ସେହି ବାଳକ ଟିର ଠିକ ଭାବରେ ଯତ୍ନ ନେଇ ପାରନ୍ତି ନାହିଁ।

ବାଳକ ଟି ଏହି ପରି ଅନେକ ଅସୁବିଧା ମଧ୍ୟରେ ନିଜର ଜୀବନ ବିତାଉ ଥିଲା। ତେବେ ଏହି ସମୟ ରେ ତାର ବାପା ତାକୁ ବିବାହ କରାଇ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହା ଫଳରେ ତାର ବୋହୁ ଆସିଲେ ତାର ପୁଅ ର ଦେଖା ଶୁଣା କରିବା ସହିତ ତାର ମଧ୍ୟ ଦେଖା ଶୁଣା କରିବା ଏହି ଆଶାରେ ତା ବାପା ସେହି ଛୋଟ ପୁଅ ଟିର ବିବାହ ପାଇଁ ପ୍ରସ୍ତୁତ ହେଲା। ଶେଷରେ ସେ ସେହି ଘରେ ପାଖରେ ଥିବା ଜଣେ 23 ବର୍ଷୀୟ ମହିଳାଙ୍କ ସହ ତାର ବିବାହ କରି ଦେଇଥିଲା।

ଏହି ଘଟଣା ଜଣା ପଡିବା ପରେ ସବୁଆଡେ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା। ଯୋଉଥି ପାଇଁ କି ସବୁ ଲୋକ ମାନେ ଏହାକୁ ବିରୋଧ କରିବାକୁ ଲାଗିଥିଲେ। ଆମ ସମାଜ ରେ ବାଲ୍ୟ ବିବାହ ଆଇନ ବରୋଧୀ ଅଟେ ।ତେବେ ଏହି ଘଟଣା ଟି ସମ୍ପୂର୍ଣ ଆଇନ ବିରୋଧୀ କାର୍ଯ୍ୟନୁଷ୍ଠାନ ଅଟେ। କାହିଁକି ନା ପିଲାଟିର ମାତ୍ର 12 ବୟସରେ ବିବାହ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ।

ଆମ ସମାଜ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି। ଯାହା ଫଳରେ କି ଏହି ପରି କିଛି ଘଟଣା ସମାଜ ପାଇଁ ଭୁଲ ଉଦା ହରଣ ସୃଷ୍ଟି କରୁଛି। ଥରେ ଭାବି ଦେଖନ୍ତୁ ସେହି 12 ବର୍ଷ ର ପିଲାଟି ର କଥା। ଯିଏ ବିବାହ ର ଅର୍ଥ ବୁଝି ନାହିଁ ତାକୁ ତାର ବାପା ନିଜ ଠାରୁ 2 ଗୁଣା ବୟସର କନ୍ୟା ସହ ବିବାହ କରିବା ନିଶ୍ଚିତ ଭାବରେ ଏକ ଅମାନବିକ କାର୍ଯ୍ୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।