Odisha News Portal

ଏଣିକି ସମସ୍ତ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଡାଏଲ୍ ‘୧୧୨’, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର । ଯାହା ଜନ ସାଧାରଣଙ୍କ ନିତ୍ୟାନ୍ତ ଜରୁରୀ ସେବା ପାଇଂ ଜାରି ହୋଇଛି । ତେବେ ସରକାର ଜନ ସାଧାରଣ ଙ୍କର ସୁବିଧା ତଥା ମଙ୍ଗଳ ପାଇଁ ବିଭିନ୍ନ ସମୟ ରେ ବିଭିନ୍ନ ପଦକ୍ଷେପ ମାନ ତଥା ନିୟମ ସବୁ ଲାଗୁ କରିଥାନ୍ତି । ଆଉ ସେଥିରେ ଜନ ସମାଜ ର ମଧ୍ୟ ବହୁତ ଅଧିକ ଲାଭ ହୋଇ ଥାଏ ବା ସେଥିରେ ସେମାନେ ଯଥେଷ୍ଟ ଲାଭ ବାନ ହୋଇ ପାରି ଥାନ୍ତି ।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମର ସରକାର ବିଭିନ୍ନ ଜରୁରୀ ସେବା ପାଇଁ ଭିନ୍ନ ଭିନ୍ନ ସବୁ ନିତୀ ନିୟମ ଜାରି ଥାନ୍ତି ଏବଂ ସେ ସବୁକୁ ଲୋକ ମାନଙ୍କୁ ମନେ ରଖିବା ପାଇଁ ଅଳ୍ପ ଟିକେ କଷ୍ଟ ହୋଇଥାଏ । ଆଉ ଠିକ୍ ସେହି କାରଣ ରୁ ସରକାର ଲୋକ ମାନଙ୍କ ସୁବିଧା ପାଇଁ ଏହି ସବୁ ଯୋଜନା ରେ ପରିବର୍ତ୍ତନ ଆଣିଛନ୍ତି ।

ତେବେ ଆପଣ ମାନେ ତ ନିଶ୍ଚିତ ଭାବ ରେ ଜାଣି ଥିବେ ଯେ ସରକାର ଦେଶର ସୁରକ୍ଷା ପାଇଁ ବିଭିନ୍ନ ରାଜ୍ୟରେ ବିଭିନ୍ନ ଜରିରୀ ସହୟତା ସୁବିଧା ଯୋଗାଇ ଦେଇଛନ୍ତି । ଯେମିତିକି ଆମର ଜରୁରୀ ପୋଲିସ ସହାୟତା ପାଇଂ ଗୋଟିଏ ହେଲ୍ପ୍ ଲାଇନ୍ ନମ୍ବର ରହିଛି 100 । ଆଉ ଏହାକୁ ଆପଣ ଯେ କୌଣସି ସମୟରେ ଯେ କୌଣସି ପରିସ୍ଥିତିରେ ଡାଏଲ୍ କରିଲେ ଏହାର ସୁବିଧା ପାଇ ପାରିଥାନ୍ତି । ଏହା ଦ୍ବାରା ଲୋକ ମାନଙ୍କର ବହୁତ କିଛି ଉନ୍ନତି ହୋଇଥାଏ । ଠିକ୍ ସେହିପରି 102 କିମ୍ବା 108 ନମ୍ବର ରେ କଲ୍ କରି ଆମ୍ବୁଲାନ୍ସ ସୁବିଧା ପାଇଂ ପାରିଥାନ୍ତି । ଏହି ସୁବିଧା ଯୋଗୁଁ ସାଧାରଣ ଲୋକ ମାନେ ନିଶ୍ଚିତ ଭାବରେ ବହୁତ ଅଧିକ ଲାଭ ବାନ ହୋଇ ପାରି ଥାନ୍ତି ।

ଏହା ସହିତ 101 ହେଲ୍ପ୍ ଲାଇନ୍ ନମ୍ବରରେ କଲ୍ କରି ମଧ୍ୟ ଦମକଳ ସୁବିଧା ମଧ୍ୟ ପାଇ ପାରିଥିନ୍ତି । ଏହାଦ୍ବାରା ଅନେକ ଧନ ଜୀବନ ନଷ୍ଟ ହେବାରୁ ରକ୍ଷା ମିଳି ଥାଏ । ତେବେ ଏହି ସବୁ ଯୋଜନାରେ ସରକାର ବଡ ପରିବର୍ତ୍ତନ ଆଣିଛନ୍ତି । ତେବେ ଚାଲନ୍ତୁ ଜାଣି ନେବା କଣ ସେହି ବଡ ପରିବର୍ତ୍ତନ ବିଷଶୟରେ ପୂରା ଡିଟେଲ୍ସ୍ ।


କୌଣସି ଜରୁରୀ କାମ ପଡିଲେ ଏଣିକି 112 ରେ ଆପଣ ଡାଏଲ୍ କରି ପାରିବେ । ଗୋଟିଏ ନମ୍ବର ରହିବ 112, ତେବେ ପୋଲିସ୍ ବିଭାଗ ର ସବୁ ଜରୁରି ସହାୟତା ପାଇଁ ଗୋଟିଏ ନମ୍ବର ରହିବ 112 । ତେବେ 112 କୁ ଆପଣ ଫୋନ୍ କରିଲେ ପୋଲିସ, ଆମ୍ବୁଲାନ୍ସ , ଦମକଳ ଜନିତ ସମସ୍ତ ସେବା ପାଇ ପାରିବେ ।

ଏହା ସହିତ ତ୍ବରିତ ସେବା ପାଇଁ 1098 କୁ ଡାଏଲ କରିବା ପାଇଁ ପଡିବ । ଆଉ ଭିନ୍ନ ଭିନ୍ନ ସୁବିଧା ପାଇଂ ଭିନ୍ନ ଭିନ୍ନ ନମ୍ବରରେ ଡାଏଲ୍ କରିବା ପାଇଂ ପଡିବ ନାହିଁ , ଏହି ଗୋଟିଏ ନମ୍ବରର ଡାଏଲ୍ କରିଲେ ଆପଣ ସବୁ ପ୍ରକାର ସୁବିଧା ପାଇଂ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।