Odisha News Portal

ବିଶ୍ବାସ ନହେଲେ ବି ସତ ! 11 ବର୍ଷର ଝିଅ ସ୍କୁଲରେ ହେଲେ ପ୍ରଧାନ ଶିକ୍ଷକ , ପ୍ରଥମ ଦିନ ସ୍କୁଲରେ ଏମିତି କିଛି କରି ଦେଖାଇଲେ ସମସ୍ତ ଷ୍ଟାପ୍ ହୋଇଗରେ ଚକିତ…..

ଆପଣ ମାନେ ଜାଣିଥିବେ ଯେ ପ୍ରତ୍ୟେକ ପରିବାର ଲୋକ ମାନଙ୍କର ଗୋଟିଏ ବହୁତ ବଡ ଚିନ୍ତା ଥାଏ କି ସେମାନଙ୍କ ପିଲା ମାନେ ବଡ ହେଲେ କଣ କରିବେ । ତେବେ ବିଶେଷ ଭାବରେ ଦେଖିବାକୁ ଗଲେ ଝିଅ ଅପେକ୍ଷା ପୁଅ ମାନଙ୍କୁ ଏହି କ୍ଷେତ୍ରରେ ବେଶି ଗୁରୁତ୍ବ ଦିଆଯାଏ । ଆଉ ଘରର ପୁଅ ଟି ବଡ ହେଲା ପରେ କଣ କରିବ ଏହି ପ୍ରଶ୍ନ ସର୍ବଦା ବାପା ମାଁ ଙ୍କ ମନରେ ରହିଥାଏ । ସେମାନ ଙ୍କ ପିଲା ମାନେ ଯେମିତି ବଡ ହୋଇ ଗୋଟିଏ ଭଲ ମଣିଷ ହେବା ସହିତ ଦେଶର ଉନ୍ନତି କରନ୍ତୁ ବୋଲି ସେମାନଙ୍କର ଇଚ୍ଛା ଥାଏ ।

ଆଉ ସେହି କାରଣରୁ ପିଲାଙ୍କର ଏକ ଉତ୍ତମ ଭବିଷ୍ୟତ ପାଁଇ ଲୋକେ ଅନେକ କିଛି ଯୋଜନା ମାନ ମଧ୍ୟ ପ୍ରସ୍ତୁତ କରିଥାନ୍ତି I କିନ୍ତୁ ପରେ ସେହି ସ୍ବପ୍ନ ଯେ ସାକାର ହେବ ସେପରି କିଛି ମାନେ ନ ଥାଏ I

କାହିଁକି ନାଁ ପରିବେଶ ଓ ପରିସ୍ଥିତି ହିଁ ନିର୍ଭର କରି ଥାଏ ପିଲା ମାନେ ତାଙ୍କ ଜୀବନ ରେ ବଡ ହୋଇ କେତେ ସଫଳତା ହାସିଲ କରିବେ I ତେବେ ଆଜି ଆମେ ଯେଉଁ ଘଟଣାଟି ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଶୁଣିବା ପରେ ଆପଣ କେବେ ହେଲେ ବି ବିଶ୍ବାସ କରିପାରିବେ ନାହିଁ । କିନ୍ତୁ ସତ ଶୁଣିବା ପାଇଁ ଯେତେ କଷ୍ଟ ଦାୟକ ହେଲେ ବି ତାହା ସବୁବେଳେ ସତ ।

ଘଟଣା ଅନୁସାରେ , ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା 11 ବର୍ଷୀୟ ଖୁସି ସ୍କୁଲର ପ୍ରିନ୍ସିପାଲ ହେବାକୁ ନେଇ ତାଙ୍କ ପରିବାର ଲୋକେ ବେଶ ଖୁସି ହେଇଛନ୍ତି I ଏହି ଘଟଣାଟି ଫିରୋଜପୁର ର ଗାର୍ଲସ ସେକେଣ୍ଡାରୀ ସ୍କୁଲର ଅଟେ I ଯେତେବେଳେ ବିଧାୟକ ଖୁସିକୁ ପଚାରିଥିଲେ କଣ ସ୍କୁଲର ପ୍ରିନ୍ସିପାଲ ହେବ , ଏହା ପରେ ବିଧାୟକ ବାବୁ ଜାଣିବାକୁ ପାଇଥିଲେ କି ଖୁସି ର ବାପା ନାହାନ୍ତି ଏବଂ ସେ ଏକ ଗରିବ ପରିବାରର ଅଟନ୍ତି I

ତେଣୁ ବିଧାୟକ ଖୁସି କୁ ଏକ ଦିନ ପାଁଇ ସ୍କୁଲ ପ୍ରିନ୍ସିପାଲ କରିଥିଲେ I ଆଉ ସେଠାରେ ଖୁସି ସ୍କୁଲ ପ୍ରିନ୍ସିପାଲଙ୍କର ଚୌକିରେ ବସିଥିଲେ , ଆଉ ସ୍କୁଲର ପରିଚାଳନା ଦାଇତ୍ୱକୁ ମଧ୍ୟ ଅନୁଧ୍ୟାନ କରିଥିଲେ I ତେବେ ଏହି ସମୟ ରେ ଖୁସି ସ୍କୁଲ ର ପିଲାଙ୍କ ର ଭୋଜନ ବ୍ୟବସ୍ତା ଓ ପାଣି ବ୍ୟବସ୍ତା କୁ ଅନୁଧ୍ୟାନ କରିଥିଲେ I

ସବୁଠାରୁ ବଡ କଥା ହେଉଛି ଏହି ସମୟରେ ଖୁସିର ମାଁ ରୋଜି ଵାଲା ମଧ୍ୟ ସ୍କୁଲରେ ଉପସ୍ଥିତ ଥିଲେ । ସେ କହିଛନ୍ତି ଏହା ମୋ ପିଲାର ଭାଗ୍ୟ କି ସେ ଏକ ଦିନ ପାଁଇ ସ୍କୁଲର ପ୍ରିନ୍ସିପାଲ ହେଇପାରିଛି I ଏହାପରେ ବିଧାୟକ ବାବୁ ଖୁସି ନାମରେ 51 ହଜାର ଟଙ୍କାର ଏକ FD ମଧ୍ୟ ପ୍ରଦାନ କରିଥିଲେ I ତେବେ ସେଠାକାର ବିଧାୟକଙ୍କ ଦ୍ୱାରା କରାଯାଇଥିବା ଏପରି ପଦକ୍ଷପକୁ ଲୋକମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି

post inspire from- nari.punjabkesari.in/

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।