Odisha News Portal

ସରକାର ଘୋଷଣା କଲେ ଖୁସି ଖବର ! 11 ରେ ଖୋଲିବ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଏ ନେଇ ବିଜ୍ଞପ୍ତି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….

11 ରେ ଖୋଲିବ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଏ ନେଇ ବିଜ୍ଞପ୍ତି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ଏହା ସହ ୟୁଜିର ପଞ୍ଚମ ଏବଂ ପିଜିର ତୃତୀୟ ସେମିଷ୍ଟାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଉଭୟଙ୍କ ପାଇଁ ଜାନୁଆରୀ 11 ରୁ ମାର୍ଚ୍ଚ 15 ପର୍ଯ୍ୟନ୍ତ ହେବ କ୍ଲାସ । ମାର୍ଚ୍ଚ 16 ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଉଭୟଙ୍କର ପରୀକ୍ଷା ହେବ । ଉଭୟ ସେମିଷ୍ଟାର ରେଜଲ୍ଟ ଏପ୍ରିଲ 30 ସୁଦ୍ଧା ପ୍ରକାଶ ପାଇବ । ତେବେ କରୋନାର ସମସ୍ତ ପରିସ୍ଥିତିକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

କାରଣ ଦୀର୍ଘ 9 ମାସ ପରେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ସରକାର ୟୁନିଭରସିଟି ଏବଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କଣ ପଦକ୍ଷେପ ନିଆଯାଇଛି ଏବଂ କିପରି ସତର୍କତା ଅବଲମ୍ବନ କରାଯାଇଛି ଆସନ୍ତୁ ଜାଣିବା ସେ ବିଷୟରେ ।

ଛାତ୍ରଛାତ୍ରୀ ମାନଙ୍କ ମନରେ ଯେଉଁ ପ୍ରଶ୍ନ ଥିଲା ତାହା ର ଆଜି ଉତ୍ତର ମିଲିଛି । ତେବେ ଚଳିତ ବର୍ଷରେ ଶିକ୍ଷା ସ୍ତରରେ ବହୁତ କ୍ଷତି ହୋଇଛି । ତେବେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି , ସେମାନେ କେବଳ ଯାଇପାରିବେ । ୟୁଜି ଏବଂ ପିଜିର ପାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କର ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟ ଖୋଲିବ ବୋଲି ଏଥିରେ କୁହାଯାଇଛି ।

ରାଜ୍ୟରେ କୋଭିଡ ସ୍ଥିତି ସୁଧା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଏଭଲି ପଦକ୍ଷେପ ନିଆଯାଇଛି । ଆହୁରି ଶୁଣିବାକୁ ମିଳୁଛି କି ହଷ୍ଟେଲ ଗୁଡିକର ମଧ୍ୟ ଚାଲୁ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ଦେଇଛି । ତେବେ କୋରନା ସହିତ ମଧ୍ୟ ଆମକୁ ଆଗକୁ ବଢିବା ପାଇଁ ପଡିବ । ତେବେ ହଷ୍ଟେଲ ଗୁଡିକରେ ପ୍ରତ୍ୟେକ କୋଭିଡ-19 କଥାକୁ ମାନି କରି ନିତି ନିୟମ ସମସ୍ତ ପାଳନ କରି ହଷ୍ଟେଲ ଖୋଲିବ ।

ପ୍ରତ୍ୟେକ ସମୟରେ ହଷ୍ଟେଲକୁ ସ୍ୟାନିଟାଇଜ କପରାଯିବ ପିଲା ମାନେ ସର୍ବଦା ମାସ୍କ ପରିଧାନ କରିବେ । ଏହା ସହିତ ହଷ୍ଟେଲରେ ରହୁଥିବା ଯେଉଁ ଚାତ୍ରଛାତ୍ରୀ ମାନେ ବାହାରୁ ଆସିବେ ସେମାନଙ୍କୁ ପ୍ରଥମ ସ୍କାନିଂ କରାଯିବ ଯଦି କୋବିଡ ଲକ୍ଷଣ ନଥିବ ତାହେଲେ ସେମାନଙ୍କୁ ହଷ୍ଟେଲରେ ଏଣ୍ଟ୍ରି କରାଯିବ । କେବଳ ରବିବାର ଏବଂ ରିପବଲିକ ଡେକୁ ଛାଡି ଦେଇ ଅନ୍ୟ ସମସ୍ତ ଦିନ କଲେଜ ଖୋଲା ରହିବ ।

ଏହା ସହିତ ଯେଉଁ ଘରୋଇ ବିଶ୍ୱବିଦ୍ୟାଳୟ ଗୁଡିକ ରହିଛି ତାହା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି ଉଚ୍ଚ ଶିକ୍ଷାବିଭାଗ । ତେବେ 11 ଜାନୁଆରୀରୁ ଖୋଲିବ କଲେଜ ଏବଂ ପିଲା ମାନଙ୍କୁ ବହୁତ ଜୋରସୋରରେ ପଢାଯିବ ପାଠ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।