Odisha News Portal

ଦୀର୍ଘ ଶହେ ବର୍ଷ ପରେ ଆଜି ବନୁଛି ଏପରି ମହାସଂଯୋଗ .ଏହି 4ଟି ରାଶିରେ ଲାଗିବ ଲଟେରୀ ! ଆପଣ ସେହି ସୌଭାଗ୍ୟଶାଳୀ ରାଶି ମଧ୍ୟରେ ନାହାଁନ୍ତି ତ ?

ଭଗବାନ ଭୋଳାନାଥଙ୍କ ସ୍ବଭାବ ବହୁତ ସରଳ ବୋଲି ଶାସ୍ତ୍ରରେ ଧରାଯାଇଛି । ଲୋକଙ୍କ କହିବା ଅନୁସାରେ ଭୋଳାନାଥ ନିଜ ନାମ ପରି ଭୋଳା ଅଟନ୍ତି । ଭୋଳାନାଥଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ଥାଏ ତାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ । ଶିବଙ୍କୁ ଗୋଟିଏ ଢାଳ ଜଳ ଅର୍ପଣ କରିଲେ ସେ ବହୁତ ଶିଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି । ପ୍ରଭୁ ଭୋଳାନାଥଙ୍କୁ ସତ୍ ମନ ରେ ପୂଜା କରିଲେ ବ୍ୟକ୍ତି ସବୁ ଅସିୁବିଧା ରୁ ମୁକ୍ତି ପାଇ ଥାଏ । ଭୋଳାନାଥ ଙ୍କୁ ଯିଏ ସନ୍ତୁଷ୍ଟ କରି ପାରେ ସେ ସମସ୍ତ ପୂର୍ଣ୍ଣ୍ୟର ଅଧିକାରୀ ହୋଇ ପାରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଳାନାଥ ଙ୍କ କୃପାରୁ ହଜାର ବର୍ଷରେ ଗୋଟିଏ ଥର ହୋଇ ଥାଏ ରାଜଯୋଗ । ଆଉ ଏଥିରେ 4ଟି ରାଶିକୁ ଜାନୁଆରୀ ମାସ ଠାରୁ ପଇସା ହିଁ ପଇସା ପ୍ରାପ୍ତି ହେବ । ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1. କର୍କଟ ରାଶି –

 

ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏବଂ ଏମାନେ ବର୍ତ୍ତମାନ ସଫଳ ଜୀବନ ଅତିବାହିତ କରିବେ । ଏମାନଙ୍କ ଜୀବନରେ ଏବେ ଖରାପ ସମୟ ଶେଷ ହୋଇ ସାରିଛି ଏବଂ ଧନର ଆଗମନ ହେବେ । ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ଦେଖିବାକୁ ମିଳିବ । ଏମାନଙ୍କ ଜୀବନରୁ ଏବେ ସବୁ ସମସ୍ୟା ପ୍ରଭୁ ଭୋଳାନାଥଙ୍କ କୃପାରୁ ସମାପ୍ତ ହୋଇଯିବ ।

2.ମକର ରାଶି –


ଏମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇ ଯାଉଛି । ପ୍ରଭୁ ଭୋଳାନାଥଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ ।ବଜରଙ୍ଗବାଲୀ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡିବା କାରଣରୁ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହାସହିତ ଆପଣଙ୍କର ଧନଧାନ୍ୟର ବୃଦ୍ଧି ହେବାକୁ ଯାଉଛି ।

3.ମୀନ ରାଶି –
ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

4. ବିଛା ରାଶି –

ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ଭୋଳାନାଥ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।