ଯୁବତୀ ଦେଲେ କଡା ମନ୍ତବ୍ୟ ! ଏ ସୁଖ ହଉଛି 10ମିନିଟର ,10ମିନିଟ୍ ସୁଖ ସରିଗଲା ପରେ ଆଉ କିଛି ନଥିବ ..ଜୀବନସାରା ଦୁଃଖ,ଏନେଇ ଲିଜା କଣ କହୁଛନ୍ତି ,ଦେଖନ୍ତୁ video ..

ହଁ ବନ୍ଧୁଗଣ ଆଜି କାଲି ଯୁଆଡେ ଯିବେ ଚାରିଆଡେ ସେହି ଗୋଟିଏ କଥା ଦେଖିବାକୁ ମିଳୁଛି ଲିଭିଂ ରିଲେସନ କୁ ନେଇକି ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା କଥା | ଆଉ ଯାହାକୁ ନେଇକି ମୁହଁ ଖୋଲିଛନ୍ତି ଲିଜା | ଆଉ କହିଛନ୍ତି କି ଆଜିର ଯୁବ ପିଢ଼ି ମାନଙ୍କୁ ବେଳ ଥାଉ ଥାଉ ସତର୍କ ହେଇଯିବ ପାଇଁ | ଆଉ ତାହା ନ ହେଲେ ବିଭିନ୍ନ ପ୍ରକାରର ଅସୁବିଧା ର ଶିକାର ହେବାକୁ ପଡିବ | ତାହା ଛଡା 10 ମିନିଟ ର ସୁଖ ପାଇଁ ସାରା ଜୀବନ ଦୁଃଖକୁ ବାଛିକି ନ ନେବା ପାଇଁ ମଧ୍ୟ କହିଛନ୍ତି ଲିଜା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ କଣ ସବୁ କହିଛନ୍ତି ଲିଜା ଲିଭିଂ ରିଲେସନସିପ କୁ ନେଇକି ଆସନ୍ତୁ ଜାଣିବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ପୁଅ ଝିଅ ମାନେ ବିନା ବିବାହ ରେ ଲିଭିଂ ରେ ରହି ପାରିବେ ଏକାଠି | ତେବେ ବିବାହ ହେଲେ ଆପଣ ଙ୍କୁ କିଛି ରେସ୍ପନସିବିଲିଟି ନେବାକୁ ପଡିଥାଏ କିନ୍ତୁ ଲିଭିଂ ରେ କିଛି ଦାୟିତ୍ୱ ନ ଥାଏ | ଏହା ଛଡା ଆହୁରି ମଧ୍ୟ କୁହାଯାଉଛି କି ଲିଭିଂ ରେ ରହିବା ପରେ ପ୍ରେଗ୍ନେଣ୍ଟ ହେଲେ ସୁପ୍ରିମକୋର୍ଟ ତରଫରୁ ଏବର୍ଶନ କୁ ମଧ୍ୟ ଲିଗାଲ କରି ଦିଆଯାଇଛି | ଆଉ ଏହି ଭଳି କରିବା ଯୋଗୁ ଆଜି କାଲି ବିଭିନ୍ନ ପ୍ରକାରର ସମସ୍ୟା ମାନ ମଧ୍ୟ ଦେଖା ଯାଉଛି |


ତାହା ଛଡା ଲିଭିଂ ର ପରିଣାମ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କାରଣ ଆମ ଓଡିଶା ରେ ଦୀପିକା ଆଉ ଦୀନେଶ ଙ୍କ କଥା ହେଉ ବା ତପସ୍ୱିନୀ କଥା ସବୁ ରେ ଲିଭିଂ କଥା ଉଠୁଛି | ଆଉ ତାହା ବ୍ୟତୀତ ଅଫତାବ ଓ ଶ୍ଵେତା ଙ୍କ କଥା ମଧ୍ୟ କହିଛନ୍ତି ଲିଜା | ବାପା ମା ଙ୍କର କଥା କୁ ନ ମାନି ଏହିଭଳି କାମ କରିବା କେତେ ବଡ଼ ଅପରାଧ ତାହା ଜାଣି ହେଉଛି ଏହି ମାନଙ୍କର କେଶ କୁ ଦେଖିକି | ତାହା ଛଡା ଦୀପିକା ଯେଉଁ ସିନ୍ଦୁର ପିନ୍ଧିକି ନ୍ୟାୟ ପାଇଁ ବସିଛନ୍ତି ସେହି କଥା କୁ ନେଇକି ମଧ୍ୟ ଲିଜା ମୁହଁ ଖୋଲିଛନ୍ତି |

 

ତେବେ ଲିଜା ଙ୍କର କହିବା କଥା କି ପ୍ରଥମ ଭୁଲ କରିଛନ୍ତି ତୋ ଲିଭିଂ ରେ ରହିକି ଆଉ ଛୁଆଁ ବଡ଼ ହେବା ପରେ ଧାରଣା ରେ ବସିଲେ କଣ ଲାଭ | ତେଣୁ ଏବେ ଦୀନେଶ ପିଲା ପାଇଁ ଯାହା ଦେଉଛନ୍ତି ତାହାକୁ ଗ୍ରହଣ କରିନେବା କଥା | ତାହା ଛଡା ଲିଜା ଙ୍କର କହିବା କଥା କି 10 ମିନିଟ ର ସୁଖ ପାଇଁ ନିଜ ଜୀବନ ସହିତ ଏଭଳି କିଛି ଭୁଲ କରନ୍ତୁ ନାହିଁ ଯାହା ଯୋଗୁ ଆପଣ ମାନଙ୍କୁ ଜୀବନ ସାରା ପସ୍ତେଇବା ପାଇଁ ପଡିବ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment