Odisha News Portal

ସ୍ତ୍ରୀ କଲା ସ୍ୱାମୀ ସହ ଏପରି ବ୍ୟବହାର , କୁକୁର କରି ରାସ୍ତାରେ ବୁଲେଇଲା ! ପ୍ରତ୍ୟେକ ପୁରୁଷ ମାନଙ୍କୁ ଏହି ପୋଷ୍ଟ ଟି ନିଶ୍ଚିତ ପଢିବା ଦରକାର ନଚେତ୍ ଆପଣ ମଧ୍ୟ ଏମିତି…….

କାନ୍ନାଡାର କ୍ୟୁର ପ୍ରାନ୍ତରେ ଏପରି ଏକ ଘଟଣା ଘଟିଛି ଯେଉଁ ଘଟଣା ପାଇଁ ସେହି ପ୍ରାନ୍ତର ସ୍ୱାମୀ ସ୍ତ୍ରୀଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଛି । ଡେଲି ମେଲର ରିର୍ପୋଟ ଅନୁସାରେ କରୋନା ମହାମାରୀ ପାଇଁ କାନ୍ନାଡାର କ୍ୟୁର ପ୍ରାନ୍ତରେ 4 ସପ୍ତାହ ପାଇଁ କର୍ଫ୍ୟୁ ଜାରି ହୋଇଥିଲା । ଏହି କର୍ଫ୍ୟୁ ପାଇଁ ରାତି 8 ରୁ ସକାଳ 5 ଯାଏ ଲୋକମାନଙ୍କୁ ଘରୁ ବାହାରକୁ ବାହାରିବାର ଅନୁମତି ମିଳିନଥିଲା । ମାତ୍ର କୌଣସି ଜରୁରୀ କାମ ପାଇଁ ଜଣେ ବ୍ୟକ୍ତି ଘରୁ ବାହାରକୁ ବାହାରିବାର ଅନୁମତି ସରକାର ପ୍ରଦାନ କରିଥିଲେ ମାତ୍ର ସରକାରଙ୍କର ଏହି ଅନୁମତିର ଫାଇଦା ଜଣେ ମହିଲା ଉଠାଇଥିଲେ ।

ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନୁମତିରେ ଏହା ଉଲ୍ଲେଖ ରହିଥିଲା କି ଖାଦ୍ୟା ସାମଗ୍ରୀ ଆଣିବା , ମେଡିସିନ ଆଣିବା ପାଇଁ ଯିବା କିମ୍ବା ଗୃହପାଳିତ ପଶୁ ବୁଲେଇବା ପାଇଁ ରାତିରେ ବାହାରକୁ ବାହାରିବାର ଅନୁମତି ମିଳିଥିଲା ।

ତେବେ ଏହି ମହିଳା ଜଣକ ରାତିରେ ଘରୁ ବାହାରକୁ ବାହାରିବା ପାଇଁ ନିଜ ସ୍ୱାମୀକୁ ଫାଲତୁ କୁକୁର କରିଦେଇଥିଲେ ଏବଂ ତାର ବେକରେ କିକିର ବେଲ୍ଟ ବାନ୍ଧିଦେଲେ । ଏହା ସହିତ ସେହି ବେଲ୍ଟ ବାନ୍ଧିକରି ସେ ନିଜର ସ୍ୱାମୀକୁ ବାହାରକୁ ବୁଲିବା ପାଇଁ ମଧ୍ୟ ନେଇଗଲେ । ଆଶ୍ଚର୍ଯ୍ୟର କଥା ଏହାକି ତାଙ୍କର ସ୍ୱାମୀ ମଧ୍ୟ ସ୍ତ୍ରୀର ଏପରି କାମକୁ ବିରୋଧ ନକରି ସେ କୁକୁର ହୋଇ ରାସ୍ତାକି ଗଲେ ଏବଂ କୁକୁର ପରି ବ୍ୟବହାର ମଧ୍ୟ କିରଲେ । ମାତ୍ର ଯେଉଁ ସମୟରେ ପୋଲିସର ନଜର ଏମାନଙ୍କର ଉପରେ ପଡିଲା ସେମାନେ ଏମାନଙ୍କୁ ଧରି ନେଇଥିଲେ ।

ରିର୍ପୋଟ ଅନୁସାରେ ଜଣାପଡିଛି କି ମହିଳା ଜଣର ସେରବ୍ରକକ କିଙ୍ଗ ଷ୍ଟେଟ ଇଷ୍ଟ ରେନିଜର ପାଟନରଙ୍କୁ ବୁଲାଉଥିଲେ । ସେହି ସମୟରେ ପୋଲିସ ମାନେ ଏମାନଙ୍କୁ ଧରିନେଲେ । ପୋଲିସ ଏମାନଙ୍କୁ ଘରୁ ବାହାରକୁ ବାହାରିବା କାରଣ ପଚାରିଲେ ତେବେ ମହିଲା ଜଣକ କହିଲେ କି ସେ ନିଜର କୁକୁର ସହିତ ବୁଲୁଛନ୍ତି । ପୋଲିସ ସେହି ସମୟରେ ଏମାନଙ୍କୁ କର୍ଫ୍ୟୁ ଉଲ୍ଲଂଘନର ଦୋଷୀ ମାନିଥିଲେ ଏବଂ ଏଥିପାଇଁ ଜୋରିମାନା ମଧ୍ୟ କାଟିଥିଲେ ।

ପ୍ରାଶାସନର ନୋଟିର ଜରିଆରେ ତାଙ୍କୁ ଉଲ୍ଲଘଂନ କରିବାର ଜାନକାରୀ ପ୍ରଦାନ କଲେ । ଦୁଇ ଜଣଙ୍କ ଉପରେ 1200-1200 ଡଲର ଅର୍ଥାତ2400 ଡଲର ଜୋରିମାନା ଲଗାଇଥିଲେ । ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ଦୁଇ ଲକ୍ଷ ଟଙ୍କା ଜୋରିମାନା ଲାଗିଥିଲା ।

କାନାଡାରେ ଏହି ସମୟରେ କରୋନା ମାହମାରୀକୁ ରୋକିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି ଯାହା ଦ୍ୱାରା କି ଏହି କରୋନା ସଂକ୍ରମଣକୁ କିଛି ମାତ୍ରାରେ କମ କରାଯାଇପାରିବ । ମାତ୍ର କେତେକ ଲୋକମାନେ ଏହି ନିୟମକୁ ମାନୁନାହାନ୍ତି ଏବଂ ରାତିରେ ବାହାରକୁ ବାହାରୁଛନ୍ତି , ତେବେ ଏଥିପାଇଁ ପୋଲିସ ମାନେ ପ୍ରାୟତଃ 750 ଜଣ ଲୋକଙ୍କ ପାଖରୁ କର୍ଫ୍ୟୁ ଉଲ୍ଲଂଘନ ପାଇଁ ଜୋରିମାନା ଆଦାୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।