Odisha News Portal

ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା ! ମହିଳା ଜଣକ ସାପ କାକୁମାଡାରେ ହୋଇଛନ୍ତି ଗୁରୁତର ଏବଂ ସାପକୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିର ସମାଜରେ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଦୁର୍ଘଟଣା ସାମ୍ନା କରୁଛି ଏବଂ କିଛି ଲୋକମାନଙ୍କୁ ସେମାନଙ୍କ ମୂଲ୍ୟବାନ ଜୀବନ ହରାଇବାକୁ ପଡୁଛି । କିନ୍ତୁ ସଡକ ଦୁର୍ଘଟଣା ଅଲଗା କଥା ଏମିତି କି ଜୀବଜନ୍ତୁ ମାନଙ୍କର ଦଂଶନରେ ମଧ୍ୟ ଅନେକ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଆପଣ ମାନେ ସମସ୍ତେ ଜାଣିଥିବେ କି ଅନେକ ସମୟରେ ଘରେ ଆମେ ସାପକୁ ଦେଖିବାକୁ ପାଇଥାଉ । କୁଆଡୁ କୁଆଡୁ ସାପ ଗୁଡିକ ଆସି ଘରେ ଦେଖାଯାନ୍ତି ଏବଂ କୌଣସି ଭୁଲ ବଶତଃ ସେମାନଙ୍କ ଉପରେ ଆଘାତ ହେଲେ ସେମାନେ ଦଂଶନ କରିଥାନ୍ତି । ସେଥିପାଇଁ ସର୍ବଦା ପ୍ରତ୍ୟେକ ଲୋକମାନଙ୍କୁ ସାପଟି ଦେଖିବା ମାତ୍ରେ ତା ଉପରେ ପ୍ରହାର ନକରି ତୁରନ୍ତ ସ୍ନେକ ରେସ୍କ୍ୟୁ କୁ ଖବର ଦେବା ଉଚିତ ।

ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାତଭଉଣୀ ଗ୍ରାମରେ । ଘଟଣାଟି ହେଉଛି ଜଣେ ମହିଳାଙ୍କ ଘେର ଏକ ନାଗସାପ ପଶି ଯାଇଥିଲା । କିନ୍ତୁ ମହିଳା ଜଣକ ସାପକୁ ଘରକୁ ପଶିବାର ଦେଖିନଥିଲେ । ସେ ସେହିଘରେ କାର୍ଯ୍ୟ କରୁଥିଲେ କିନ୍ତୁ ହଠାତ୍ ସାପଟି ଆସି ତାଙ୍କ ଗୋଡରେ ଦଂଶନ କରିଥିଲା । ମହିଳା ଜଣକ ଗୋଡରେ ଆଘାତ ପାଇବା ପରେ ସେ ପାଖ ପଡିଶା ଘୋରର ଲୋକମାନଙ୍କୁ ଡାକିଥିଲେ । ପାଖରେ ଥିବା ସ୍ଥାନୀୟ ଲୋକମାନେ ଆସି ନାଗ ସାପ ଟିକୁ ଦେଖିଥିଲେ ।

ଏହା ପରେ ତୁରନ୍ତ ସ୍ଥାନୀୟ ଲୋକମାନେ ଆହତ ହୋଇଥିବା ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେ ଏବେ ଗିରିତର ଅବସ୍ଥାରେ ଥିବାର ସୂଚନାରୁ ଜଣା ପଡିଛି ଏବଂ ବିଷଧର ସାପ ଦଂଶନ କରିଥିବାରୁ ପରିବାର ଲୋକମାନେ ବହୁତ ଭୟଭୀତ ହୋଇ ଯାଇଛନ୍ତି । ମହିଳା ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଥିବା ଲୋକମାନଙ୍କ କହିବା ଅନୁସାରେ ମହିଳାଙ୍କ ତଣ୍ଟି ଶୁଖିଯିବା ସହିତ ତାଙ୍କୁ କୌଣସି କଥା ଶୁଣାଯାଉ ନାହିଁ ।

ପାଖରେ ଥିବା ଲୋକମାନଙ୍କୁ ସେ ଠିକ ଭାବରେ ଦେଖି ପାରୁ ନାହାନ୍ତି ଏବଂ ସେ ବହୁତ ଗୁରୁତର ଥିବାର ସୂଚନା ମିଳିଛି । ମହିଳାଙ୍କ ଘର ନିକଟରେ ଥିବା ଜଣେ ସାହସ ବ୍ୟକ୍ତି ସାପଟିକୁ ଅତି ସାବଧାନତା ସହିତ ସାପକୁ ସୁରକ୍ଷିତ ସ୍ଥାନରେ ରଖିଥିଲେ । ସାପକୁ ଲୋକମାନେ କୌଣସି ଆଘାତ ଦେଇ ନାହାନ୍ତି ସେ ଏବେ ସୁରକ୍ଷିତ ଅଛି କିନ୍ତୁ ମହିଳା ଜଣକ ଏବେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ।

ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ଇଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା ରହିଛି । ଠିକ ସମୟରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଏବେ ତାଙ୍କର ଚିକିତ୍ସା କାରଯାଉଛି । ଇଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କି ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଏବଂ ପୂର୍ବ ପରି ସେ ସୁସ୍ଥ ହୋଇ ଉଠନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।